ଅଭିନେତା ସୋନୁ ୨୦ କୋଟି ଟଙ୍କା ର ଟିକସ ଫାଙ୍କିଛନ୍ତି : ଭିଜିଲାନ୍ସ ବିଭାଗ

ଆପଣ ମାନେ ତ ସୋନୁ ସୁଦ୍ ଙ୍କୁ ଜାଣିଥିବେ ଯିଏ କରୋନା ସମୟ ରେ ଅଗଣିତ ଲୋକ ଙ୍କୁ ସାହାଯ୍ୟ ସହାୟତା କରି ସମାଜ ପାଇଁ ଗୋଟେ ଉଦାହରଣ ପାଲଟି ଯାଇଥିଲେ , ସୋନୁ ପ୍ରକୁତ ରେ ସମସ୍ତ ଙ୍କ ନିଜର ହୋଇପାରିଥିଲେ ଆଉ  ସେବେ ଠୁ ଲୋକ ମାନଙ୍କ ନଜର ରେ ଭଗବାନ୍ ର ଆଖ୍ୟା ପାଇ ସାରିଥିଲେ

ଏଇ ୩ ଦିନ ହେବ ସୋନୁ ଙ୍କ ଘରେ ତଥା ତାଙ୍କ କାର୍ଯ୍ୟ କ୍ଷେତ୍ର, ବାଣିଜ୍ୟ , ଆଉ ଅନ୍ୟାନ୍ୟ ସ୍ଥାନ ରେ ଇନକମ ଟ୍ୟାକ୍ସ ରେଡ କରିଛି, ଏବେ ବି ଛାନଭିନ ଜାରି ରହିଛି ଆଉ ଏଯାବତ୍ ସୋନୁ ଙ୍କ ପାଖରୁ ୨୦ କୋଟି ରୁ ଉର୍ଦ୍ଧ  ଟଙ୍କା ମିଳିଛି ଯାହା ତାଙ୍କୁ ଅଲଗା ଦେଶ ରେ ଥିବା ଲୋକ ମାନେ ଦାନ କରିଥିଲେ

୨୦ କୋଟିରୁ ଅଧିକ ଟିକସରୁ  ଫାଙ୍କିଛନ୍ତି  ସୋନୁ, ଆୟକର ବିଭାଗ ଆଜି ଏକ ବିବୃତ୍ତିରେ କହିଛି ଯେ ଲଗାତାର ତିନି ଦିନ ତାଙ୍କ ମୁମ୍ବାଇ ଘରକୁ ପରିଦର୍ଶନ କରିବା ପରେ ଜଣାପଡିଥିଲା ୨୦ କୋଟି ର ହେରଫେର ହେଇଛ , 48 ବର୍ଷୀୟ ଶ୍ରୀ ସୁଦ ନିକଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି ସରକାରଙ୍କ ସହ ମିଶିବାର ଘୋଷଣା କରିଥିଲେ।

ଟିକସ ବିଭାଗ କହିଛି ଯେ ଶ୍ରୀ ସୁଦଙ୍କ ଅଣ-ଲାଭ ମଧ୍ୟ ଏହି କାରବାରକୁ ନିୟନ୍ତ୍ରଣ କରୁଥିବା ଆଇନର ଉଲ୍ଲଂଘନ – ଭିଡ଼ ଫଣ୍ଡିଂ ପ୍ଲାଟଫର୍ମ ବ୍ୟବହାର କରି ବିଦେଶୀ ଦାତାମାନଙ୍କଠାରୁ 21 କୋଟି ଟଙ୍କା ସଂଗ୍ରହ କରିଛି, ଯେଉଁଥିରେ ମାତ୍ର ୧.୯ କୋଟି ଟଙ୍କା ଲୋକଙ୍କ ପାଇଁ ବ୍ୟବହାର ହେଇଛି

ଆଉ ଅବଶିଷ୍ଟ ୧୮ କୋଟି ଏବେ ବି ତାଙ୍କ ଆକାଉଣ୍ଟ ରେ ପଡିରହିଥିବା ଜଣାପଡିଛି, ଏହା କଣ ପାଇଁ ରଖ ହେଇଛ ଆଉ କେଉଁ ଉଦ୍ଦେଶ୍ୟ ପାଇଁ ଖର୍ଚ୍ଚ ହେଇନି ତାହା ଖୋଳତାଡ଼ କରୁଛି ପୋଲିସ ତେବେ ଏହା ରାଜନୈତିକ ଷଡ଼ଯନ୍ତ୍ର ବୋଲି ଲୋକେ କହୁଥିବା ବେଳେ ସୋନୁ ଚୁପ୍ ଅଛନ୍ତି

Leave a Comment

Your email address will not be published. Required fields are marked *

Scroll to Top