ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଆସନ୍ତାକାଲିଠୁ ଆଳୁ କେଜି ୩୦ ଟଙ୍କା

ଏବେ ଓଡ଼ିଶାରେ କିଛି ଦିନରୁ ଆଳୁକୁ ନେଇ ଖୁବ ଚର୍ଚ୍ଚା ହେବ ଲାଗିଛି। ଆଳୁ ରେଟ୍ ସାରା ରାଜ୍ୟରେ ଖୁବ୍ ବଢ଼ିବାରେ ଲାଗିଛି। ଆଉ ଯାହାକୁ ନେଇ ଖାଉଟି ମାନେ ମଧ୍ୟ ଖୁବ ଚିନ୍ତିତ ହୋଇଯାଆନ୍ତି। କାରଣ ସାଧାରଣତଃ ତରକାରୀ ଟିଏ ହେବା ମାତ୍ରେ ସେଥିରେ ଆଳୁ ପଡ଼ିବା ଟା ସୁନିଶ୍ଚିତ ଥାଏ। ଆଉ ଆଳୁ ମଧ୍ୟ ଏକ ସାଧାରଣ ପରିବା ଅଟେ। ଯାହାକୁ କି ଲୋକମାନେ ମଧ୍ୟ ଖୁବ ପସନ୍ଦ କରି ଥାଆନ୍ତି। ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି।କାରଣ ଦିନକୁ ଦିନ ଆଳୁର ଦର କମିବା ବଦଳରେ ଏହା ଆକାଶ ଛୁଆଁ ହେବାରେ ଲାଗିଛି। ହେଲେ ଏବେ ଲୋକ ମାନଙ୍କ ପାଇଁ ଏହି ଆଳୁ କୁ ନେଇ ଖୁସୀ ଖବର ଆସି ଯାଇଛି। ଏହା କୁହା ଯାଉଛି କି ଏବେ ଆଳୁ ୩୦ ଟଙ୍କା ରେ ବିକ୍ରୀ ହେବ ବୋଲି।

ଆଳୁ ମଧ୍ୟ ଏବେ ପଶ୍ଚିମବଙ୍ଗ ରୁ ପର୍ଯ୍ୟାପ୍ତ ପରିମାଣ ରେ ଆସି ସାରିଛି। ଆଉ ରାଜ୍ୟର ସବୁ ଜିଲା ମାନଙ୍କରେ ମଧ୍ୟ ଏହା ୩୦ ଟଙ୍କା ଦରରେ ବିକ୍ରୀ ହେବାକୁ ଯାଉଛି।ଏହା ପୁର୍ବରୁ ଆଳୁର ଦର କେଉଁଠାରେ ୪୦ ତ ଆଉ କେଉଁଠି ୫୦ ଥିଲା ହେଲେ ଏବେ ଆଳୁର ଦର କମିବା ପରେ ହିଁ ଏବେ ଲୋକ ମାନଙ୍କୁ ଏନେଇ ଆଶ୍ୱସ୍ତି ମିଳି ସାରିଛି। ବର୍ତ୍ତମାନ ସମୟରେ ଓଡ଼ିଶାରୁ ୩୦ ମେଟ୍ରିକ୍ ଟନ୍ ଆଳୁ ଆସି ସାରିଛି। ଆହୁରି ମଧ୍ୟ ଆଳୁ ଆସି ସାରିଛି ଓଡ଼ିଶାକୁ।

ଆଉ ଖୁବ୍ କମ୍ ଦରରେ ଏବେ ଆଳୁ ବିକ୍ରୀ ହେବା ପାଇଁ ଯାଉଛି। ଯାହାକୁ ନେଇ ଏବେ ଖାଉଟି ମାନେ ଖୁବ୍ ଖୁସୀ ମଧ୍ୟ ହୋଇ ଯାଇଛନ୍ତି।ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ସୋସିଆଲ ମିଡ଼ିଆ ରେ ଏହି ଖବର ମଧ୍ୟ ଏକ ଚର୍ଚ୍ଚାର ବିଷୟ ପାଲଟିଛି। ଏହାକୁ ଦେଖିବା ପରେ ଆଉ ଏହି ଖବର ଶୁଣି ସାରିବା ପରେ ଆପଣ ଙ୍କୁ କଣ ଲାଗୁଛି। ଆଉ ଏହାକୁ ନେଇ ଆପଣଙ୍କ ମତାମତ କଣ ଆଳୁ ଦର କମିବାକୁ ନେଇ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଯେମିତି ଭୁଲି ଯିବେ ନାହିଁ।

Leave a Comment