ଯେତେବେଳେ ଯମ ରାଜା ଛୁଟିରେ ଥାନ୍ତି ସେତେବେଳେ ଘଟେ ଏମିତି ଘଟଣା ଦେଖନ୍ତୁ ୧୦ ଟି ଆଶ୍ଚର୍ଯ୍ୟ ଜନକ Video clip

ଭାଗ୍ୟ ଯଦି ସାଥ ଦେବ ତାହେଲେ ମୃ-ତ୍ୟୁ ମୁଖରୁ ମଧ୍ୟ ଜଣେ ବ୍ୟକ୍ତି ବଞ୍ଚିଯିବେ।ସେହିପରି ଘଟଣା ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବେ।

ଏବଂ କହିବେ ଭାଗ୍ୟ ହେବ ଯଦି ଏମାନଙ୍କ ପରି ହେବ।ଜଣେ ବ୍ୟକ୍ତି ଯେତେ ବି ଭଲରେ ବିଷଧର ସାପକୁ ଧରନ୍ତୁ କିନ୍ତୁ ଯଦି ଆପଣମାନେ କିଙ୍ଗ କୋବ୍ରା ସାମ୍ନାରେ ଧରିବାକୁ ଚେଷ୍ଟା କରିବେ କିଛି ବି ଭୁଲ୍ କରିବେ ନାହିଁ।

କର୍ଣ୍ଣାଟକର ସିଭା ମୋଗା ରେ ଜିଲ୍ଲାରେ ଏପରି ଏକ ଘଟଣା ଘଟିଛି।ପ୍ରଭାକର ନାମକ ଜଣେ ବ୍ୟକ୍ତି ରହୁଥିଲେ।ସେ ସାପକୁ ଧରିଥାନ୍ତି। ଏପରି ଏକ ଘଟଣା ଘଟିଛି ଯାହାକି ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଜାନୁଆରୀ ୨୦୨୧ ରେ ଏହି ଦୃଶ୍ୟ ଟି ଦେଖିବାକୁ ମିଳିଛି। ସେ ସାପ ମୁହଁରେ ନିଜ ପାଟି କୁ ଲଗାନ୍ତି ।ଏବଂ ସାପଟି ତାଙ୍କ ପାଟିକୁ ଚାଟୁଥାଏ। ଭାଗ୍ୟ ଆପଣଙ୍କ ସାଙ୍ଗରେ ଥିବ ତାହେଲେ ଅସମ୍ଭବ କୁ ମଧ୍ୟ ସମ୍ଭବ କରିଥାଏ।

ଜୁଲାଇ ୨୦୨୦ ରେ ଥାଇଲ୍ୟାଣ୍ଡ ରେ ଟିଆନା ନାମକ ଏକ ଛୋଟ ଝିଅଟି ତାଙ୍କ ଭଉଣୀ ସହିତ ଖେଳୁଥିଲେ। ଓ ତାଙ୍କ ମାଆ ଛୁଆ ଦୁଇ ଜଣଙ୍କର ଭିଡିଓ କରୁଥିଲେ।କିନ୍ତୁ ଝିଅଟି ଦୌଡ଼ୁଥିବା ସମୟରେ ସାପ ଟି ସେଠିକି ଚାଲି ଆସିଥିଲା।

ଝିଅଟି ଗୋଡ଼ରେ ଗୁଡେଇ ହୋଇଗଲା।କିନ୍ତୁ ଝିଅଟିର କିଛି କ୍ଷତି କରିପାରିଲା ନାହିଁ।ଝିଅଟିର ଭାଗ୍ୟ ଭଲ ଥିଲା ବୋଲି ସେ ଅଳ୍ପ ଟିକେ ରେ ବଞ୍ଚିଗଲେ।ଯେଉଁଭଳି ଭାବେ ସାପଟି ଝିଅଟି ଗୋଡ଼ରେ ଗୁଡେଇ ହୋଇଥିଲା ଝିଅଟିର କିଛି ବି ହୋଇପାରିଥାନ୍ତା।

Leave a Comment

Your email address will not be published. Required fields are marked *

Scroll to Top