ଚଳନ୍ତା ୧୦୨ ଆମ୍ବୁଲାନ୍ସ ମଧ୍ୟରେ ନାବାଳିକା ଝିଅଙ୍କୁ ଦୁ-ଷ୍କ-ର୍ମ କରି ଦେଲା ଡ଼୍ରାଇଭର। ମଝି ରାସ୍ତାରେ ଆମ୍ବୁଲାନ୍ସ ସାଇରନ ମାରି ମାରି ଖୁବ୍ ଜୋରେ ଯାଉଥିଲା। ଆଉ ସେହି ଆମ୍ବୁଲାନ୍ସ ଭିତରେ ହିଁ ନାବାଳିକା କୁ ଦୁ-ଷ୍କ-ର୍ମ କରା ଯାଇଥିଲା। ଝିଅ ଚିତ୍କାର କରୁଥିଲା ଛାଡ଼ିଦିଅ ଛାଡ଼ିଦିଅ କହି ଆମ୍ବୁଲାନ୍ସ ଡ଼୍ରାଇଭର କୁ ଝିଅ ନେହୁରା ହେଉଥିଲା। କିନ୍ତୁ ନୃଶଂସ କେମିତି ଆମ୍ବୁଲାନ୍ସ ଭିତରେ ୧୩ ବର୍ଷର ଝିଅକୁ ଦୁ-ଷ୍କ-ର୍ମ କରିଦେଲା ,ଏ ପୁରା କାହାଣୀ ସମ୍ପର୍କରେ ଶୁଣିଲେ ଆପଣ ମାନେ ତାହାକୁ ବିଶ୍ବାସ କରି ପାରିବେ ନାହିଁ। ଏହି ଦୁଇଜଣ ଅପରାଧୀ ହେଉଛନ୍ତି ପଣ୍ଡିତ ଏବଂ ତାଙ୍କର ସାଙ୍ଗ ରାଜେଶ୍।
ଯେଉଁ ଦୁଇଜଣ ୧୩ ବର୍ଷର ନାବାଳିକା ଝିଅକୁ ଆମ୍ବୁଲାନ୍ସ ଭିତରେ ଦୁ-ଷ୍କ-ର୍ମ କରିଛନ୍ତି। ସେତେବେଳେ ମଧ୍ୟ ସନ୍ଧ୍ୟା ପାଖାପାଖି ୫ ଟା ବାଜି ଯାଇଥିଲା। ସେତେବେଳେ ହଠାତ୍ ଆମ୍ବୁଲାନ୍ସ ଡ଼୍ରାଇଭର ନିକଟକୁ ଏକ କଲ୍ ମଧ୍ୟ ଆସିଥିଲା।ଏହାପରେ ଜଣେ ଗର୍ଭବତୀ ମହିଳାଙ୍କୁ ମଧ୍ୟ ହସ୍ପିଟାଲ ନେଇ ଯିବା ପାଇଁ କଲ୍ ଆସିଥିଲା। ଏହାପରେ ପଣ୍ଡିତ ମହିଳାଙ୍କ ଆଡ୍ରେସ୍ ରଖି ମହିଳାଙ୍କୁ ଆଣିବା ପାଇଁ ବାହାରି ଯାଇଥିଲା। ସେତେବେଳେ ପଣ୍ଡିତ ତାର ସାଙ୍ଗ ରାଜେଶ୍ କୁ ମଧ୍ୟ କଲ୍ କରିଥିଲା। ଏହାପରେ ରାଜେଶ୍ ମଧ୍ୟ ଆସି ଯାଇଥିଲା।
ଏହାପରେ ପଣ୍ଡିତ କୁ ରୋଗୀର ଗାଁ ପାଖରେ ଛାଡି ଦେବା ପାଇଁ କହିଥିଲା। ଏହାପରେ ଆମ୍ବୁଲାନ୍ସ ଭିତରେ ପଣ୍ଡିତ, ରାଜେଶ ସହ ରାଜେଶ୍ ର ସ୍ତ୍ରୀ ଯାଉଥିଲେ।ମଝି ରାସ୍ତାରେ ଏହି ତେର ବର୍ଷର ଝିଅ ମଧ୍ୟ ଏକା ଏକା ଯାଉଥିଲେ। ଏହାପରେ ରାଜେଶ୍ ର ସ୍ତ୍ରୀ ସେ ଝିଅକୁ ନେଇ ତାର ଗାଁ ରେ ଛାଡି ଦେବା ପାଇଁ କହିଥିଲେ। ଯାହାକୁ କି ପଣ୍ଡିତ ଓ ରାଜେଶ୍ ମନା କରି ନଥିଲେ। ଝିଅ ମଧ୍ୟ ଆମ୍ବୁଲାନ୍ସ ଭିତରେ ବସି ଯାଇଥିଲା। ରାଜେଶ୍ ସ୍ତ୍ରୀ ପାଣି ଆଣିବାକୁ ଯାଇଥିବା ବେଳେ ସେମାନେ ସେତେବେଳେ ଏହି ତେର ବର୍ଷ ର ଝିଅ ସହ ଏଭଳି କିଛି କରି ଦେଇଥିଲେ। ଯାହାକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି।