ଏବେ ଆମେ ଆପଣଙ୍କୁ ଏଭଳି ଘଟଣା ସମ୍ପର୍କରେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ଜଣେ ଯୁବତୀ ସହ ଏଭଳି ଘଟଣା ଘଟି ଯାଇଛି ଯାହାକୁ କି ଆପଣ ମାନେ ବିଶ୍ବାସ କରି ପାରିବେ ନାହିଁ।ଚଳନ୍ତା ୧୦୨ ଆମ୍ବୁଲାନ୍ସ ମଧ୍ୟରେ ନାବାଳିକା ଝିଅଙ୍କୁ ଦୁ-ଷ୍କ-ର୍ମ କରି ଦେଲା ଡ଼୍ରାଇଭର।ଝିଅ ଚିତ୍କାର କରୁଥିଲା ଛାଡ଼ିଦିଅ ଛାଡ଼ିଦିଅ କହି ଆମ୍ବୁଲାନ୍ସ ଡ଼୍ରାଇଭର କୁ ଝିଅ ନେହୁରା ହେଉଥିଲା।ହେଲେ ସେ ରାକ୍ଷସ ଡ଼୍ରାଇଭର କିଛି ହେଲେ ମଧ୍ୟ ଶୁଣି ନଥିଲା।ଆଉ ସେହି ଆମ୍ବୁଲାନ୍ସ ଭିତରେ ହିଁ ନାବାଳିକା କୁ ଦୁ-ଷ୍କ-ର୍ମ କରା ଯାଇଥିଲା।ମଝି ରାସ୍ତାରେ ଆମ୍ବୁଲାନ୍ସ ସାଇରନ ମାରି ମାରି ଖୁବ୍ ଜୋରେ ଯାଉଥିଲା ଯେମିତି କେହି ହେଲେ ମଧ୍ୟ କିଛି ଜାଣି ପାରିବେ ନାହିଁ।
ଏହି ଘଟଣା ସଂପର୍କରେ ଶୁଣିଲେ ଆପଣଙ୍କୁ ମଧ୍ଯ ଆଦୌ ହେଲେ ବିଶ୍ବାସ ହେବ ନାହିଁ।ସନ୍ଧ୍ୟା ପାଖାପାଖି ୫ ଟା ବାଜି ଯାଇଥିଲା। ସେତେବେଳେ ହଠାତ୍ ଆମ୍ବୁଲାନ୍ସ ଡ଼୍ରାଇଭର ନିକଟକୁ ଏକ କଲ୍ ମଧ୍ୟ ଆସିଥିଲା।ଏହି ଦୁଇଜଣ ଅପରାଧୀ ହେଉଛନ୍ତି ପଣ୍ଡିତ ଏବଂ ତାଙ୍କର ସାଙ୍ଗ ରାଜେଶ୍।ଜଣେ ଗର୍ଭବତୀ ମହିଳାଙ୍କୁ ମଧ୍ୟ ହସ୍ପିଟାଲ ନେଇ ଯିବା ପାଇଁ କଲ୍ ଆସିଥିଲା।ଏହାପରେ ଏହାପରେ ପଣ୍ଡିତ ମହିଳାଙ୍କ ଆଡ୍ରେସ୍ ରଖି ମହିଳାଙ୍କୁ ଆଣିବା ପାଇଁ ବାହାରି ଯାଇଥିଲା। ସେତେବେଳେ ପଣ୍ଡିତ ତାର ସାଙ୍ଗ ରାଜେଶ୍ କୁ ମଧ୍ୟ କଲ୍ କରିଥିଲା।
ଏହାପରେ ରାଜେଶ୍ ମଧ୍ୟ ଆସି ଯାଇଥିଲା।ଏହାପରେ ଆମ୍ବୁଲାନ୍ସ ଭିତରେ ପଣ୍ଡିତ, ରାଜେଶ ସହ ରାଜେଶ୍ ର ସ୍ତ୍ରୀ ଯାଉଥିଲେ।ମଝି ରାସ୍ତାରେ ଏହି ତେର ବର୍ଷର ଝିଅ ମଧ୍ୟ ଏକା ଏକା ଯାଉଥିଲେ। ଏହାପରେ ରାଜେଶ୍ ର ସ୍ତ୍ରୀ ସେ ଝିଅକୁ ନେଇ ତାର ଗାଁ ରେ ଛାଡି ଦେବା ପାଇଁ କହିଥିଲେ। ଯାହାକୁ କି ପଣ୍ଡିତ ଓ ରାଜେଶ୍ ମନା କରି ନଥିଲେ। ଝିଅ ମଧ୍ୟ ଆମ୍ବୁଲାନ୍ସ ଭିତରେ ବସି ଯାଇଥିଲା। ରାଜେଶ୍ ସ୍ତ୍ରୀ ପାଣି ଆଣିବାକୁ ଯାଇଥିବା ବେଳେ ସେମାନେ ସେତେବେଳେ ଏହି ତେର ବର୍ଷ ର ଝିଅ କୁ ସେହି ଗାଡ଼ିରେ ହିଁ ଦୁ-ଷ୍କ-ର୍ମ କରି ଦେଇଥିଲେ ଯାହାକୁ ନେଇ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି।