ଅଞ୍ଜେଲ୍ ପ୍ରିୟା ର ନାମ ତ ଆପଣ ଶୁଣିଥିବେ ନିକଟ ରେ ଫେସବୁକ୍ ରେ ବିଭିନ୍ନ ଲୋକ ଙ୍କୁ ନର୍ସିଂ ଛାତ୍ରୀ ଆଉ ମୁଁ ଗରିବ କହି ବିପୁଳ ଆକାର ରେ ପଇସା ଲୁଟୁଥିବା ଝିଅ କୁ ଗିରଫ କରା ଯାଇଥିଲା, ଏବେ ତାର ବଡ଼ ଭଉଣୀ ମାନେ ଆଞ୍ଜେଲ ପିହୁ କୁ ଗିରଫ କରା ଯାଇଛି
ଆଜ୍ଞା ବଡ଼ ଭଉଣୀ କଣ ପାଇଁ କୁହା ଯାଉଚି କାରଣ ଏଇ ମହିଳା ଜନକ ଙ୍କ କାରନାମା ଶୁଣିଲେ ଆପଣ ବି କହିବେ ଜଣେ ଥିଲା ୪୨୦ ଆଉ ଜଣେ ହେଲା ୮୪୦, ତେବେ ଏଇ ପୀହୁ ଜଣକ ରାତି ର ନାୟିକା ସାଜି ଲୋକ ଙ୍କୁ ଫସାଉଥିଲା
ପ୍ରଥମେ ମୋବାଇଲ ରେ ଲୋକ ଙ୍କୁ ସେ ବିଭିନ୍ନ ସୋସିଆଲ ସାଇଟ୍ ରେ ଯୋଗାଯୋଗ କରୁଥିଲା, ଯଦି କେହି ଫସୁଥିଲା ତାପରେ ସେ ଜାଲ ବିଛାଉଥଲା, ତୁମ ସହ ରାତି ବିତାଇବି କହି ଆସୁଥିଲା ଆଉ ତାପରେ ବିନା ସମ୍ପର୍କ ରଖି ନିଶା ଦେଇ ତୁମର ସବୁ ପଇସା ଟଙ୍କା ସୁନା ଲୁଟ କରି ଫେରାର ହେଇ ଯାଉଥିଲା
ଏମିତି ସେ ଜନକ ଠୁ ୧୦ ଲକ୍ଷ ଟଙ୍କା ର ସୁନା ଲୁଟି ନେଇ ଗଲା ପରେ ପୋଲିସ ତାକୁ ଗିରଫ କରିଛି, ଆଉ ଖୋଲିଛି ତାର ପେଡ଼ି ତେବେ ଏଇ ମାମଲା ରେ ଆଉ କାହା ସଂପୃକ୍ତି ନେଇ ପୋଲିସ ତଦନ୍ତ କରୁଛି,
ଦିନକୁ ଦିନ ଏଭଳି ଠକ ଙ୍କ ମାମଲା ସାମ୍ନାକୁ ଆସିବାକୁ ଲାଗିଛି ତେବେ ସୋସିଆଲ ସାଇଟ୍ ରେ ଅଜଣା ଲୋକ ଙ୍କ ସହ କଥା କିମ୍ବା ନିଜ ପରିଚୟ ଦେବାରୁ ନିଜକୁ ନିବୃତ ରୁହନ୍ତୁ…