ଆସିଲା ଆଉ ଏକ ବିପଦ ହୁଅନ୍ତୁ ସତର୍କ..ସବୁ ଶେଷ କରିବାକୁ ଆସୁଛି ମହାବାତ୍ୟା ‘ସାରା’

ସବୁକିଛି ଛାରଖାର ହୋଇ ଯିବ।୧୫୦ କିମି ବେଗରେ ବହିବ ପବନ। ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ‘ ସାରା ‘। ୧୭ ରୁ ୨୫ ତାରିଖ ମଧ୍ୟରେ ଏହା ବାତ୍ୟାର ରୂପ ନେବା ପାଇଁ ଯାଉଛି। ସାମୁଦ୍ରିକ ଝଡ଼ ହେଲେନ ପରେ ଆଉ ଏକ ଝଡ଼ ‘ସାରା’ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଛି। ଆସନ୍ତା ସପ୍ତାହରେ ସ୍ଥଳ ଭାଗରେ ଏହା ଉପକୂଳ ଛୁଇଁବା ନେଇ ପାଣିପାଗ ବିଭାଗ ମଧ୍ୟ ପୂର୍ବାନୁମାନ କରିଛି।କର୍ବିଆନ୍ ସାଗରରେ ସୃଷ୍ଟି ହୋଇଥିବା ଏହି ଟ୍ରପିକାଲ ଝଡ଼ ବର୍ତ୍ତମାନ ସମୟରେ ନିକରଗୁଣା ନିକଟରେ ରହିଛି। ବର୍ତ୍ତମାନ ଏହି ଝଡ଼ ଘଣ୍ଟା ପ୍ରତି ୧୨ ମାଇଲ ବେଗରେ ମେକ୍ସିକୋ ଗଲ୍ଫ ଆଡ଼କୁ ଗତି କରୁଛି। ଆସନ୍ତା ସପ୍ତାହ ସୁଦ୍ଧା ଏହା ଫ୍ଲୋରିଡା ଉପକୂଳରେ ପହଞ୍ଚିବ ବୋଲି ଏହା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ନ୍ୟାସନାଲ ହାରିକେନ୍ ଆଲାର୍ଟ କେନ୍ଦ୍ର ତରଫରୁ ଜାରୀ ହୋଇଥିବା ସୂଚନାରେ ସାରା ସ୍ଥଳଭାଗ ଛୁଇଁବା ପରେ,ଏହା ବ୍ୟାପକ ମାତ୍ରାରେ କ୍ଷୟକ୍ଷତି ଘଟାଇ ପାରେ। ସାରା ପ୍ରଭାବରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଯାହା ଫଳରେ କୁହା ଯାଇଛି କି ବନ୍ୟା ସ୍ଥିତି ମଧ୍ୟ ଉପୁଜି ପାରେ। ଏଥି ସହ ଭୂସ୍ଖଳନ ହେବାର ମଧ୍ୟ ଯଥେଷ୍ଟ ମାତ୍ରାରେ ସମ୍ଭାବନା ରହିଛି। ସମୁଦ୍ର ମଧ୍ୟରେ ଉଚ୍ଚ ଉଚ୍ଚ ଢେ଼ଉ ମଧ୍ୟ ଆସିପାରେ।

ସେଥିପାଇଁ ବାତ୍ୟା ଯେଉଁଠାରେ ଲ୍ୟାଣ୍ଡ ଫଲ କରିବ ତାହାର ଆଖପାଖ ଅଞ୍ଚଳକୁ ସତର୍କ ସୂଚନା ଜାରି କରା ଯାଇଛି।ଏହା ରିପୋର୍ଟ ଅନୁସାରେ ୧୮ ତମ ଝଡ଼ ବୋଲି କୁହା ଯାଉଛି। ଯାହାକୁ ନେଇ ଏବେ ଚାରିଆଡ଼େ ଖୁବ୍ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି। ଲୋକମାନେ ଏହି ବାତ୍ୟା କୁ ନେଇ ଭୟଭୀତ ଥିବା କଥା ମଧ୍ୟ କହିଥିଲେ। ତେବେ ଏହି ବାତ୍ୟା କୁ ନେଇ ଆପଣଙ୍କୁ କଣ ଲାଗୁଛି ଏହି ବାତ୍ୟା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଯେମିତି ଭୁଲି ଯିବେ ନାହିଁ।

Leave a Comment