କେତେବେଳେ କଦଳୀ ଖାଉଛନ୍ତି ଆଉ କେତେବେଳେ ଗଦା ଧରି ବସିଛନ୍ତି। ଆଉ ନିଜକୁ ସେ ସଙ୍କଟ ମୋଚନ ବାବା ବୋଲି କହୁଛନ୍ତି। ଯାହାଙ୍କ ଚାରି ପଟେ ସହ ସହ ଭକ୍ତ ମାନେ ମଧ୍ୟ ଗଦା ହୋଇଛନ୍ତି। ତେବେ କିଏ ସେହି ବାବା ସେ କଣ ସତରେ ହନୁମାନଙ୍କ ଅଂଶ? ନା ନିଜେ ସେ ହନୁମାନ ତାହାକୁ ଜାଣିବା ପାଇଁ ଏହି କାହାଣୀ ଆପଣଙ୍କୁ ଜେନିଭାକୁ ପଡିବ। ଯାହା ଘଟଣା ଘଟିଥିଲା ସେ ସମ୍ପର୍କରେ ହିଁ ଆମେ ଆପଣଙ୍କୁ ତଥ୍ୟ ଉପସ୍ଥାପନ କରିବୁ।ବାବା ଜଣକ ବସି ଠିକ୍ ହନୁମାନଙ୍କ ଭଳି ହିଁ ଅଭିନୟ କରୁଛନ୍ତି। ଆଉ ତାଙ୍କର ଭକ୍ତ ମାନେ ଆଣିଥିବା କଦଳୀ କୁ ସେ ଖାଇବା ରେ ଲାଗିଛନ୍ତି।
ଆଉ ଅନ୍ୟ ଏକ ଦୃଶ୍ୟରେ ଦେଖିବାକୁ ମିଳିଥିଲା କି ଅନ୍ୟ କିଛି ଭକ୍ତ ମାନେ ତାଙ୍କ ସମ୍ମୁଖରେ ହାତ ଯୋଡ଼ି ବସିଛନ୍ତି। ଲୋକଙ୍କ ଆଗରେ ହିଁ ହାତରେ ଗୋଟେ ଗଦା ଧରି ସେ ଲୋକଙ୍କୁ ଆଶୀର୍ବାଦ ଦେବାରେ ଲାଗିଥିଲେ। ଏହି ବାବାଙ୍କ ନାମ ହେଉଛି ବାଲାଜୀ ହନୁମାନ ଜୀ ବାବା।ସେ ଏହି ନାମରେ ସୋସିଆଲ ମିଡ଼ିଆ ରେ ମଧ୍ୟ ବେଶ ପରିଚିତ ଅଟନ୍ତି। ଏହି ଦୃଶ୍ୟ ଯେ କେହି ଦେଖୁଛି ସେ ଆଶ୍ଚର୍ଯ୍ୟ ହୋଇ ଯାଉଛି। ବାବା ଜଣକ ନିଜେ ହନୁମାନ ଙ୍କ ଅବତାର ନା ନିଜେ ସେ ହନୁମାନ ଅଟନ୍ତି?
ତାହା ଲୋକ ମାନଙ୍କ ମନରେ ଏବେ ପ୍ରଶ୍ନ ଉଠିଛି। କାରଣ ବାବା ଜଣକ ସେଭଳି ହିଁ କିଛି ବ୍ଯବହାର କରିଛନ୍ତି ତାଙ୍କର ଅଭିନୟ ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ସେ ନିଜ ହନୁମାନ ବୋଲି ନିଜକୁ କହିଛନ୍ତି।ଯାହାର ଭିଡିଓ ଏବେ ସୋସିଆଲ ମିଡ଼ିଆ ରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଲୋକମାନେ ଏହାକୁ ଦେଖିବା ପରେ ଏହାକୁ ଖୁବ ନିନ୍ଦା ମଧ୍ୟ କରିଛନ୍ତି। ତେବେ ଏହାକୁ ନେଇ ସୋସିଆଲ ମିଡ଼ିଆ ରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ। ଆଉ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।