ସତ୍ୟନଗର ଅଧାପୋଡା ଶ-ବ ଅଶ୍ରୁକଣା ହୋଇ ପାରିବେନି ସରକାରୀ ଭୂତ ସେ ହେବେ..

ଏବେ ପୁଣି ଥରେ ଚର୍ଚ୍ଚା କୁ ଆସିଛନ୍ତି ଭୂତ ସଭାପତି। ସେ ସୋସିଆଲ ମିଡ଼ିଆ ରେ ଏଭଳି କିଛି କଥା କହିଛନ୍ତି ଯାହାକି ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଯେତେବେଳେ କୌଣସି ମଣିଷର ମୃ-ତ୍ୟୁ ହୋଇଯାଏ ତାର ଶବ ସତ୍କାର ମଧ୍ୟ କରାଯାଇ ଥାଏ। ସନାତନ ଧର୍ମ ଅନୁସାରେ ସବୁ ରୀତିନୀତି ଅନୁସାରେ ତାଙ୍କର ଶବ ସତ୍କାର ମଧ୍ୟ କରାଯାଇ ଥାଏ। ହେଲେ ଯେବେ କୌଣସି ଶବ ଅଧା ପୋଡ଼ା ହୋଇ ରହିଯାଏ ,ତାହେଲେ କଣ ହୁଏ ସେ ସମ୍ପର୍କରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ। ଏଭଳି ଏକ ଘଟଣା ବର୍ତ୍ତମାନ ସମୟରେ ଦେଖିବାକୁ ମିଳିଛି। ଶ୍ମଶାନରେ ଶବ କୁ ଅଧା ପୋଡ଼ା କରାଯାଇ ପରେ ତାଙ୍କୁ ପୋଷ୍ଟ ମଟମ ପାଇଁ ନିଆ ଯାଇଥିଲା।

ତାର ପରିଣତି କଣ ହୁଏ, କାରଣ ଏକ ଆଧ୍ୟାତ୍ମିକ ଶକ୍ତି ମଧ୍ୟ ଥାଏ ସେ ସମ୍ପର୍କରେ ଭୂତ ସଭାପତି ବିପିନ କୁମାର୍ ରାୟ ଏଭଳି କିଛି କହିଥିଲେ। ସେ ଏକ ବଡ଼ ଜ୍ୟୋତିର୍ବିଦ ମଧ୍ଯ ଅଟନ୍ତି।ସେ କହିଥିଲେ କି ଏଭଳି ଘଟଣା ଆଗରୁ ମଧ୍ୟ ଘଟିଛି। ସେ କହିଥିଲେ କି ମୃ-ତ୍ୟୁ ପରେ ମଧ୍ୟ ଘଟଣା ଘଟୁଛି। ବ୍ରହ୍ମଗିରି ଘଟଣା ସମ୍ପର୍କରେ ସେ କହିଥିଲେ କି ଯେଉଁ ବୃଦ୍ଧା ଙ୍କୁ ଅଧା ପୋଡ଼ା କରାଯାଇ ଥିଲା , ଅଶୃକାଣା ଯିଏକି ସେହି ବୃଦ୍ଧା ତାଙ୍କର ଇଚ୍ଛା ଥିଲା କି ସେ ପୁରୀ ରେ ରହିବେ ବୋଲି। କାରଣ ଗେଭର୍ମେଣ୍ଟ ଭୂତ ମାନେ ସମସ୍ତେ ପୁରୀରେ ରୁହନ୍ତି।

ଅଶ୍ରୁକଣା ଏକ ବହୁତ ଉଚ୍ଚ କୋଟିର ମହିଳା ଥିଲେ। ଆଉ କହିଥିଲେ କି ତାଙ୍କର ପୁଅ ଆଉ ସ୍ଵାମୀ ଦୁଇଟି ଭୂତ ତାଙ୍କୁ ପୁରୀ ରେ ଅପେକ୍ଷା କରିଛନ୍ତି।ହେଲେ ତାଙ୍କର ବୋହୁ କାହାକୁ କିଛି ହେଲେ ମଧ୍ୟ ପଚାରି ନଥିଲେ। ସେଥିପାଇଁ ସେଠାରେ ଆସି ପୁରୀ ଭୂତ ପହଞ୍ଚି ଯାଇଥିଲେ। ସେମାନେ ଥିଲେ ତାଙ୍କର ପୁଅ ଓ ସ୍ବାମୀ। ଦୁଇଟି ଭୂତ ମାନଙ୍କ ଭିତରେ ମଧ୍ୟ ସଂଘର୍ଷ ହୋଇଥିବା କଥା ସେ କହିଥିଲେ। ଏଭଳି ସେ ଭୂତ ସଂପର୍କ ରେ ଅନେକ କଥା କହିଥିଲେ। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ଆଉ ଏହି ଘଟଣା ସମ୍ପର୍କରେ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।

Leave a Comment