ଆଠ ବର୍ଷର ଝିଅକୁ ଝୁଣି ଝୁଣି ଖାଇଥିଲେ। ଘରେ ରଖି ବାରମ୍ବାର କରି ଚାଲିଥିଲେ ଗଣ ଦୁ-ଷ୍କ-ର୍ମ। ଏବେ ସେଥିପାଇଁ ତିନିଜଣ ଦୋଷୀଙ୍କୁ ମିଳିବାକୁ ଯାଉଛି ଫା-ଶୀ ଦଣ୍ଡ।ଫା-ଶୀ ଖୁଣ୍ଟରେ ଝୁଲିବେ ଏବେ ଏହି ତିନିଜଣ ଦୁ-ଷ୍କ-ର୍ମକାରୀ। ଯେମିତି ଏକ କୁନି ଝିଅକୁ ସେମାନେ ଦୁ-ଷ୍କ-ର୍ମ କରିଥିଲେ ଏବେ ସେମିତି ହିଁ ସେମାନେ ମୃ-ତ୍ୟୁ ଦଣ୍ଡ ପାଇବେ। ଆଉ ତାଙ୍କୁ କେହି ହେଲେ ମଧ୍ୟ ବଞ୍ଚାଇ ପାରିବେ ନାହିଁ ବୋଲି କୁହା ଯାଉଛି।ଜଜ୍ ମଧ୍ୟ ଏଭଳି ଘଟଣା ସମ୍ପର୍କରେ ଶୁଣି ସେ କାନ୍ଦି ପକାଇ ଥିଲେ। ଏହି ବିଭତ୍ସ ହ-ତ୍ୟା ଓ ହ-ତ୍ୟା ପୁର୍ବରୁ ଦୁ-ଷ୍କ-ର୍ମ କୁ ନେଇ ଜଜ୍ ଶୁଣାଇ ଛନ୍ତି ମୃ-ତ୍ୟୁ ଦଣ୍ଡ।
ଦୁନିଆ କଣ ଜାଣି ନଥିବା ଏକ କୁନି ଝିଅ ସହ ଏଭଳି କିଛି ଅମାନବୀୟ କାଣ୍ଡ କରିଥିଲେ ଏହି ନର ରୂପୀ ରାକ୍ଷସ ମାନେ। ଝିଅଟିକୁ ଉଠାଇ ନେଇ ଯାଇଥିଲେ। ଏହାପରେ ତାଙ୍କୁ ଗୋଟେ ଘରେ ବନ୍ଦୀ କରି ରଖିଥିଲେ ଆଉ ସେଠାରେ ହିଁ କରିଥିଲେ ବାରମ୍ବାର ଦୁ-ଷ୍କ-ର୍ମ।ଜଣକ ପରେ ଜଣେ ତାଙ୍କର ମନ ନଭରିବା ପର୍ଯ୍ୟନ୍ତ ଏଭଳି କିଛି କରି ଚାଲିଥିଲେ। ଯୁବତୀ ଜଣକ ଯେତେ କଅଁଳ ଚିତ୍କାର କରି କାକୁତି ବିନତୀ ହେଲେ ମଧ୍ୟ ସେମାନେ ସେସବୁ କିଛି ହେଲେ ମଧ୍ଯ ଶୁଣି ନଥିଲେ। ତାଙ୍କ ମନକୁ ଯାହା ଆସିଥିଲା ସେମାନେ ଯୁବତୀ ଜଣକ ସହ ସେୟା କରିଥିଲେ।
ଯେତେବେଳେ ତାଙ୍କର ମନ ଭରି ଯାଇଥିଲା ସେତେବେଳେ ସେ କୁନି ଝିଅକୁ ଜୀବନରୁ ମାରି ଦେଇଥିଲେ ।ସେମାନଙ୍କ ନାମ ହେଉଛି ଜୟବନ୍ ଆଦିବାସୀ , ମୁକେଶ ସିଂ ଏବଂ ମନିଶ୍ ତିର୍କି। ଏହି ତିନି ଜଣକୁ ଏବେ କୋର୍ଟ ମୃ-ତ୍ୟୁ ଦଣ୍ଡରେ ଦଣ୍ଡିତ କରିଛନ୍ତି। ସୂଚନା ମୁତାବକ ଏକ ଫ୍ୟାକ୍ଟ୍ରି ଭିତରକୁ କୁନି ଝିଅଙ୍କୁ ଉଠାଇ ନେଇ ତା ସହ ଏମାନେ ଏଭଳି କିଛି କରିଥିଲେ। ଆଉ ତାକୁ ଜୀବନରୁ ମାରି ମଧ୍ୟ ଦେଇଥିଲେ। ଏହି ଘଟଣା ର ତଦନ୍ତ ପରେ ଦୋଷୀ ଧରା ପଡ଼ିଥିଲେ। ତାଙ୍କୁ ଏବେ ଏହି ଦଣ୍ଡ ଦିଆ ଯାଇଛି।