ଥୁଆ ହେଇଛି ବାଇକ୍,ପଡିଛି ମୋବାଇଲ ଆଉ ପର୍ସ, ଟ୍ରେନ୍ ଟ୍ରାକ୍ ରେ ସେ ଯୁବକ କିଏ?
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଟ୍ରେନ ଲାଇନ କଡ଼ରେ ବିଛାଡି ହୋଇ ପଡିଛି ମଣିଷର ଖଣ୍ଡ ବିଖଣ୍ଡିତ ମାଂସ। ଯାହାକୁ ଦେଖିଲା ପରେ ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ସମସ୍ତେ ଆସି ଦେଖିଲା ବେଳକୁ ଟ୍ରେନ୍ ଲାଇନ ରେ ପଡିଛି ଜଣେ ମଣିଷର ମୁଣ୍ଡ ନଥିବା ଶରୀର। ଆଉ ପାଖରେ ଥୁଆ ହୋଇଛି ବାଇକ୍ ଏବଂ ସ୍ମାର୍ଟ ଫୋନ୍। ଖବର ନେବାରୁ ଜଣାପଡ଼ିଛି ଯେ, ମୃ-ତ ଯୁବକ ଜଣକ ହେଉଛନ୍ତି ବଡଗାଁ ବ୍ଲକ କୁଣ୍ଡିଆ … Read more