ମୁଁ ପ୍ରିୟଙ୍କା,ଗୋଟିଏ ଟୋକାରେ ମୋତେ ଶାନ୍ତି ମିଳିଲାନି ଦୁଇ ଜଣଙ୍କ ସହ ସମ୍ପର୍କ ରଖିଲି
ପ୍ରିୟଙ୍କା ଜଣକୁ ପ୍ରେମ କରି ଅନ୍ୟ ଜଣକ ସହ ସମ୍ପର୍କ ରଖୁଥିଲା। ତାକୁ ପ୍ରେମିକ ଜଣକ ସୌମ୍ୟ ରଞ୍ଜନ ଛଅ ବର୍ଷ ଧରି ପ୍ରେମ କରିଥିଲା। ଦାମୀ ଦାମୀ ଗିଫ୍ଟ ମଧ୍ୟ ଦେଉଥିଲେ ଆଉ ଅଷ୍ଟମ ଶ୍ରେଣୀରୁ ହିଁ ସେ ପ୍ରିୟଙ୍କା ଙ୍କୁ ଭଲ ପାଉଥିଲେ। ହେଲେ ପ୍ରିୟଙ୍କା ସୌମ୍ୟ ଙ୍କୁ ଛାଡ଼ି ଆଉ ଜଣକୁ ଭଲ ପାଇଲା ସେଥିପାଇଁ ପ୍ରେମିକ ଜଣକ ବିଷ ପିଇଦେଲା। ସାମାନ୍ୟ ଗୋଟେ ଝିଅ ପାଇଁ ଆଜି ବାପା ମାଆଙ୍କୁ ଛାଡ଼ି,ବିଷ … Read more