ମୁଁ ବାହା ହେବାକୁ ମନା କଲି…ସେ ମୋର କାଟିଦେଲା…!

ସୁନ୍ଦରୀ ଅଙ୍ଗନବାଡ଼ି ଦିଦି ଙ୍କୁ ଏକ ତରଫା ପ୍ରେମ ମନା କରିବା ପଡ଼ିଲା ମହଙ୍ଗା। ସବୁଦିନ ଅଙ୍ଗନବାଡ଼ି ରୁ ଘରକୁ ଫେରୁଥିବା ବେଳେ ଆଜି କିନ୍ତୁ ସେ ରାସ୍ତାରେ ପଡିଛନ୍ତି ଯାହାର କି ଦୃଶ୍ୟ ଅତ୍ୟନ୍ତ ଦୟନୀୟ ଅଟେ। ଏପଟେ ମୁଣ୍ଡରେ ହାତ ଦେଇ ତାଙ୍କ ମାଆ କାନ୍ଦିବାରେ ଲାଗିଛନ୍ତି। କାରଣ ଏହି ଦିଦି ଜଣକ ଏବେ ଆଉ ଏହି ଦୁନିଆରେ ହିଁ ନାହାଁନ୍ତି। ଏହି ଅଙ୍ଗନବାଡ଼ି ଦିଦିଙ୍କ ନାମ ହେଉଛି ଦିବ୍ୟାଭାରତୀ।ଦିଦି ଜଣକୁ ପ୍ରେମ ଏଭଳି ମହଙ୍ଗା ପଡିବ ବୋଲି ସେ କଦାପି ଭାବି ନଥିଲେ। ଗାଁ ମୁଣ୍ଡ ରାସ୍ତା କଡ଼ରେ ପଡ଼ିଚ୍ଛି ଅଙ୍ଗନବାଡ଼ି ଦିଦିଙ୍କ ଚପଲ। ହେଲେ ସେ ଆଉ ଏବେ ଏହି ଦୁନିଆରେ ନାହାଁନ୍ତି।

ସବୁଦିନ ସେ ହସ ହସ ମୁହଁରେ ଘରୁ ବାହାରି ଅଙ୍ଗନବାଡ଼ି ଯାଆନ୍ତି । ସବୁଦିନ ପରି ସେଦିନ ମଧ୍ୟ ବାହାରି ଯାଇଥିଲେ ହେଲେ ଆଉ ଘରକୁ ଫେରି ନଥିଲେ। ଯାହାକୁ ନେଇ ଘର ଲୋକମାନେ ମଧ୍ଯ ଅନେକ ଖୋଜାଖୋଜି କରୁଥିଲେ।ଏହାପରେ ଗାଁ ମଝିରେ ହିଁ ଦିବ୍ୟା ଭାରତୀ ଙ୍କ ତଣ୍ଟି କଟା ଶବ ଦେଖିବାକୁ ପାଇଥିଲେ। ଏହି ଅଙ୍ଗନବାଡ଼ି ଦିଦି ଙ୍କୁ କିଏ କାହିଁକି ମାରିଛି ତାହାର କାରଣ ଜାଣିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ। ଜଣେ ଅଙ୍ଗନବାଡ଼ି ଦିଦି ଙ୍କ ଟାଙ୍ଗିଆ ରେ ହାଣି ହ-ତ୍ୟା କରିଛି ଯୁବକ।

ସିଏ ହେଉଛି ପୁଣି ତାର ପ୍ରେମିକ। ଏହି ଘଟଣାରେ ଯୁବକ ଜଣକ ହିଁ ନିଜ ପ୍ରେମିକା ର ଏଭଳି ଅବସ୍ଥା କରିଛି। ମିଳିଥିବା ସୂଚନା ଅନୁସାରେ,ହେମଗିରି ଥାନା ଯୁଲମହବିଲ ପଞ୍ଚାୟତ ରେ ଏଭଳି ଏକ କାଣ୍ଡ ଘଟି ଯାଇଛି। ଯାହାକୁ ନେଇ ଏବେ ଜୋର୍ ଦାର ତଦନ୍ତ ହେବାରେ ଲାଗିଛି। ଲୋକମାନେ ମଧ୍ୟ ଏହାକୁ ନେଇ ନିଜ ନିଜର ମତାମତ ରଖିଛନ୍ତି। ସୋସିଆଲ ମିଡ଼ିଆ ରେ ଏହି ଘଟଣା ସମ୍ପର୍କରେ ଝୁଁ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଏହି ଘଟଣା ସମ୍ପର୍କରେ ଆପଣଙ୍କ ମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଯେମିତି ଭୁଲି ଯିବେ ନାହିଁ।

Leave a Comment