ହଠାତ୍‌ ସତର୍କ କଲା ପାଣିପାଗ ବିଭାଗ ଏହି ତାରିଖରେ ମାଡ଼ ହେବ ବାତ୍ୟା ପେଙ୍ଗନ୍

ହଠାତ୍ ଓଡ଼ିଶା ଆଡ଼କୁ ମୁହଁ ଫେରାଇ ଆଣିଲା ବାତ୍ୟା ଫେଙ୍ଗନ। ନଭେମ୍ବର ମାସରେ ବାତ୍ୟା ହେବନି ହେବନି ବୋଲି କହୁଥିଲେ। ଆଉ ଡର ନାହିଁ ବାତ୍ୟା ଫେଙ୍ଗନ ଆସୁଥିଲା ମାତ୍ର ଚାଲିଗଲା ବୋଲି କହୁଥିଲେ। ହେଲେ ଏବେ ସବୁକିଛି ଓଲଟା ହୋଇ ଯାଇଛି। ଆଉ ଏହି ନଭେମ୍ବର ମାସର ଏହି ତାରିଖରେ ବାତ୍ୟା ଫେଙ୍ଗନ ଓଡ଼ିଶା ଆଡ଼କୁ ମାଡି ଆସୁଛି। ଆପଣ ମାନେ ଜାଣିଥିବେ କି ଓଡ଼ିଶାବାସୀଙ୍କ ମନରେ ବାତ୍ୟା ଦାନା କିପରି ଭୟ ସୃଷ୍ଟି କରିଥିଲା।ଲୋକମାନେ ଏହାକୁ ନେଇ ଖୁବ୍ ଭୟଭୀତ ମଧ୍ଯ ହୋଇ ଯାଇଥିଲେ। ସେମାନେ କଣ କରିବେ କଣ ନାହିଁ ସେ ସବୁ କିଛି ଜାଣି ପାରୁ ନଥିଲେ।

ବାତ୍ୟା ଦାନା ମଧ୍ୟ କେତକ ଜିଲ୍ଲାରେ ତାଣ୍ଡବ କରିଦେଇ ଚାଲି ଯାଇଥିଲା।ଏବେ ବାତ୍ୟା ଦାନା ଯେଉଁ ପରିସ୍ଥିତି କରିଥିଲା ସେଥିରୁ ସୁଦୃଢ ଭାବରେ ଓଡ଼ିଶାବାସୀ ଠିଆ ହୋଇ ନଥିବା ବେଳେ ଏବେ ପୁଣି ଏକ ବାତ୍ୟା ଫେଙ୍ଗନ ଓଡ଼ିଶାବାସୀଙ୍କ ମନରେ ଭୟ ସୃଷ୍ଟି କରିଛି।ଯାହାକୁ ନେଇ ଏବେ ଚାରିଆଡ଼େ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଲୋକମାନେ ମଧ୍ୟ ଏହାକୁ ନେଇ ଅନେକ ଭୟଭୀତ ଅଛନ୍ତି। କିଛିଦିନ ତଳେ ଓଡ଼ିଶା ଆଡ଼କୁ ମୁହାଁଇ ଆସୁଥିବା ବାତ୍ୟା ଫେଙ୍ଗନ ଅଧା ରାସ୍ତାରେ ମିଳେଇ ଗଲା ବୋଲି ଏନେଇ ଖୁବ ଚର୍ଚ୍ଚା ହେବାରେ ଲାଗି ଥିଲା।

ହେଲେ ଏବେ ଏହାକୁ ନେଇ ଏକ ଖବର ପୁଣି ଥରେ ଓଡ଼ିଶାବାସୀ ଙ୍କୁ ଡରାଇ ଦେଇଛି। ସେହି ଡର ମଧ୍ୟ ପୁଣି ଥରେ ଓଡ଼ିଶା ଆଡକୁ ମାଡି ମାଡ଼ି ଆସୁଛି ।ବାତ୍ୟା ଫେଙ୍ଗନ ର ପ୍ରଭାବ ସିନା କମି ଯାଇଛି ହେଲେ ଆକାଶରେ ଥିବା କଳାହାଣ୍ଡିଆ ମେଘ ଆଜି ମଧ୍ୟ ଲୋକ ମାନଙ୍କୁ ସଂପୂର୍ଣ୍ଣ ଭାବରେ ଡରାଇ ଦେଇଛି। ବାତ୍ୟା ଫେଙ୍ଗନ ମାଡ଼ି ଆସିଲା ବୋଲି ମଧ୍ୟ ଲୋକମାନେ ଏହା ଆଲୋଚନା କରିବାରେ ଲାଗିଛନ୍ତି। ତେବେ ଏହି ବାତ୍ୟା ଫେଙ୍ଗନ କୁ ନେଇ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଯେମିତି ଭୁଲି ଯିବେ ନାହିଁ।

Leave a Comment