ବାତ୍ୟା ପାଇଁ ପାଗ ହେଉଛି ଅନୁକୂଳ। ମାଡ଼ି ଆସୁଛି ଏବେ ବଡ଼ ଲଘୁଚାପ।୨୪ ଘଣ୍ଟା ମଧ୍ୟରେ ହିଁ ତାଣ୍ଡବ ରଚିବ। ବିଜୁଳୀ ଘଡଘଡି ରେ ଏବେ ଥରିବାକୁ ଯାଉଛି ସାରା ଓଡ଼ିଶା। ପ୍ରବଳ ବର୍ଷାରେ ଏବେ ଧୋଇ ଯିବ ଏହି ସବୁ ଅଞ୍ଚଳ। ଏବେ ଡରାଇବା ରେ ଲାଗିଛି ନଭେମ୍ବର ରେ ହେବାକୁ ଥିବା ବାତ୍ୟା। ବାତ୍ୟାକୁ ନେଇ ଯେଉଁ ପୂର୍ବାନୁମାନ କରାଯାଇ ଥିଲା ତାହା ଏବେ ସତ ହେବାକୁ ଯାଉଛି ବୋଲି କୁହା ଯାଉଛି।ବଙ୍ଗୋପ ସାଗର ରେ ସୃଷ୍ଟି ହୋଇ ସାରିଲାଣି ଘୂର୍ଣ୍ଣିବଳୟ। ଯାହାକି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ନେବାକୁ ଯାଉଛି ଲଘୁଚାପ ର ରୂପ। ପାଗରେ ମଧ୍ୟ ହେବ ବଡ଼ ପରିବର୍ତ୍ତନ।
୨୪ ଘଣ୍ଟା ମଧ୍ୟରେ ବଦଳି ଯିବ ଆକାଶର ରୂପ। ଖରା ଲୁଚି ଯିବା ସହ ଆକାଶରେ ମଧ୍ୟ ଲୁଚି ଯିବ ସୂର୍ଯ୍ୟ। ଆଉ କଳା ହାଣ୍ଡିଆ କରି ଘୋଟି ଆସିବ ଅନ୍ଧାର। ବିଜୁଳୀ ଘଡଘଡି ରେ ଏବେ ଥାରିବ ବିଭିନ୍ନ ସ୍ଥାନ। ଏହି ସମୟରେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦିଆ ଯାଇଛି।ବଙ୍ଗୋପସାଗର ରେ ପୁଣି ଥରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହାକୁ ନେଇ ପାଣିପାଗ ବିଭାଗ ତରଫରୁ ଏବେ ସୁଚନା ମିଳିଛି। ପଶ୍ଚିମ ବଙ୍ଗୋପସାଗର ରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ଯାହାକି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଘୂର୍ଣ୍ଣିବଳୟ ର ରୂପ ମଧ୍ୟ ନେଇ ପାରେ।
ଏହା ପଶ୍ଚିମ ଦିଗକୁ ମଧ୍ୟ ଗତି କରିବ। ଏହାର ପ୍ରଭାବରେ ନିର୍ଦ୍ଧୁମ ଛେଚିବ ବର୍ଷା। ତିନି ରୁ ଚାରି ଘଣ୍ଟା ଲଗାତାର ବର୍ଷା ହେବା ସହ,ମାରିବ ବିଜୁଳୀ ଘଡଘଡି। ପରବର୍ତ୍ତୀ ଦୁଇ ଦିନ ଏହା ତାମିଲନାଡୁ ଓ ଶ୍ରୀଲଙ୍କା ଆଡେ ମୁହାଁଇବ। ଏହାର ପ୍ରଭାବରେ ୧୨ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଭାରତରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ତରଫ ରୁ ସୁଚନା ମିଳିଛି। ଯାହାକୁ ନେଇ ଲୋକମାନେ ଏବେ ଭୟଭୀତ ହୋଇ ଯାଇଛନ୍ତି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।