ଭୁବନେଶ୍ବର ରେ ଶାଶୁକୁ ମାରି ଶ୍ମଶାନରେ ଜାଳି ଦେଇଥିଲା ବୋହୂ। କାହାକୁ କିଛି ନ ଜଣାଇ ଲୁଚେଇ ନେଇ ଏଭଳି କିଛି କରିଥିଲା।ଶ୍ମଶାନ ରୁ ଉଦ୍ଧାର ହୋଇଥିଲା ଶାଶୁ ର ଅର୍ଦ୍ଧ ନଗ୍ନ ମୃ-ତ ଦେହ। ଗୋଟେ ବୋହୂ ନାମରେ ଏଭଳି କିଛି ସାଙ୍ଘାତିକ ଅଭିଯୋଗ ହୋଇଛି। କାହାକୁ କିଛି କହିଲେ ନାହିଁ ହେଲେ ନିଜର ଶାଶୁ ଙ୍କ ମୃ-ତ ଦେହ ନେଇ ଶ୍ମଶାନରେ ପୋଡ଼ି ଦେଇଥିଲେ। ଯୁଇ ଉପରୁ ଅଧା ଜଳା ଦେହକୁ ଉଠାଇ ଆଣିଲେ।ବୋହୂ ତାଙ୍କର ଶାଶୁଙ୍କୁ ମାରି ଦେଇଥିଲେ ଆଉ ଧରା ନପଡ଼ିବା ଭୟ ରେ ତାଙ୍କୁ ଶ୍ମଶାନରେ ପୋଡ଼ି ଦେଇଥିଲେ। ଏବେ ଘର ଲୋକ ଏଭଳି କିଛି ସାଙ୍ଘାତିକ ଭାବରେ ଅଭିଯୋଗ କରିଛନ୍ତି।
ଭୁବନେଶ୍ବର ରେ ଏଭଳି ଖବର ଏବେ ଚହଳ ସୃଷ୍ଟି କରିଛି। ରାଜଧାନୀ ରେ ମୃ-ତ୍ୟୁ ପରେ ପରିବାର ଲୋକଙ୍କୁ ନକହି ଏକା ଏକା ପୋଡ଼ି ଦେବା ପାଇଁ ଉଦ୍ୟମ କରିଥିଲେ। ଆଉ କିଛି ସମୟ ହୋଇଥିଲେ ସବୁ ସତ ପାଉଁଶ ହୋଇ ଯାଇ ଥାଆନ୍ତା।ହେଲେ ଅର୍ଦ୍ଧ ନଗ୍ନ ଶବ କୁ ଯୁଇ ଉପରୁ କାଢି ଆଣିଛି ପୋଲିସ।ଏଭଳି କିଛି ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି ଭୁବନେଶ୍ୱର ର ସତ୍ୟନଗର ଠାରେ। ଏହି ବୋହୂଙ୍କ ନାମରେ ଏବେ ଅଭିଯୋଗ ହୋଇଛି। ଏହି ମହିଳା ଜଣକ ନିଜ ଶାଶୁ ଙ୍କୁ ମାରି ଦେଇଥିବା ନେଇ ଏବେ ଅଭିଯୋଗ ହୋଇଛି ।
ଯାହାକୁ କେହି ବିଶ୍ଵାସ କରି ପାରୁ ନାହାଁନ୍ତି। ମହିଳା ଜଣକ ହେଉଛନ୍ତି ବ୍ରହ୍ମଗିରି ର ପୂର୍ବତନ ବିଧାୟକ ଅଜୟ କୁମାର ଜେନା ଙ୍କ ଧର୍ମପତ୍ନୀ।ସୁଚନା ମୁତାବକ ବୋହୂ ଜଣକ ତାଙ୍କର ଶାଶୁ ଙ୍କୁ ଖୁବ୍ ନିର୍ଯାତନା ଦେଉଥିଲେ। ମାଡ଼ ଗାଳି ସହ ତାଙ୍କୁ ଖାଇବାକୁ ମଧ୍ୟ ଦେଉ ନଥିଲେ। ଏଭଳି କି ତାଙ୍କର ଭାଇ ଭଉଣୀ ଙ୍କ ସହ ମଧ୍ୟ ତାଙ୍କୁ ଦେଖା କରିବାକୁ ଛାଡନ୍ତି ନାହିଁ। ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଏହି ଘଟଣା ସମ୍ପର୍କରେ ଶୁଣି ସାରିବା ପରେ ଏହି ସମ୍ପର୍କରେ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।