ଆପଣଙ୍କୁ ଭଲ ଭାବେ ଜଣା ଥିବା ଏବେ ଆଫଗାନିସ୍ତାନର ପରିସ୍ଥିତି କଣ | ତାଲିବାନ ଆଫଗାନିସ୍ତାନ କୁ ଅକ୍ତିଆର କରିବା ପରେ ସେ ବିଭିନ୍ନ ପ୍ରକାର ନୁଆଁ ନୁଆଁ ନିୟମ ଲାଗୁ କରୁଛି | ଏହାସହ ତାଲିବାନ ଅଫଣୀସ୍ଥାନ ଉପରେ ଆକ୍ରମଣ କରି ଆଫଗାନିସ୍ଥାନର ସମସ୍ତ ରାଜଧାନୀକୁ ଅକ୍ତିଆର କରି ସାରିଲାଣି | ତେବେ ଆଗରୁ ମଧ୍ୟ ଜଣା ପଡିଛି ଯେ ଆଫଗାନିସ୍ତାର ର ଆଇନ ବ୍ୟବସ୍ଥା ବହୁତ କ୍ରୁରତା ଓ ଅସହ୍ୟ | ଅଜହ କି ନାରୀ ମାନଙ୍କ ଉପରେ ବହୁତ ଅତ୍ୟାଚାର କରିଲା ପରି ଆଇନ |
ତାଲିବାନ ଶାସନ କ୍ଷମତାକୁ ଆସିଲା ପରେ ସମସ୍ତ ଝିଅ ତାଙ୍କର ପଢିବା ଓ ବାହାରେ ବୁଲିବାର ଅଧିକାର ସମ୍ପୂର୍ଣ୍ଣ ରୂପେ ହରାଇ ସାରିଛନ୍ତି| କେବଳ ଏତିକି ନୁହଁ ତାଲିବାନ ଭିଭିନ୍ନ ସ୍ଥାନରେ ଏବେ ଆତ୍ମଘାତୀ ବିସ୍ଫୋରଣ ଓ ବମିଙ୍ଗ ମଧ୍ୟ କରୁଛି | ତେବେ ଏହି ସମୟ ଭିତରେ ବଡ ଖବର ସାମ୍ନାକୁ ଆସିଛି ଆଫଗାନିସ୍ତାରେ ଥିବା ଆମେରିକୀୟ ସୈନ୍ୟ ମାନେ ଏବେ ନିଜ ଦେଶକୁ ପଳାଇ ଯାଇଛନ୍ତି | କିନ୍ତୁ କେହିବି ଜାଣି ନାହାନ୍ତି ଯେ ଆମେରିକୀୟ ସୈନ୍ୟ କଣ ପାଇଁ ନିଜ ଦେଶକୁ ଫେରି ଯାଇଛନ୍ତି | ତେବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠୁଛି ଯେ ନିଜର ସମୟ ସୀମା ପୁରିବା ଆଗରୁ କଣ ପାଇଁ ଆମେରିକୀୟ ସୈନ୍ୟ ଆଫଗାନିସ୍ଥାନ ଛାଡି ପଳାଇଲେ |
ତେବେ ଆମେରିକା ସହ କଣ ରହିଛି ଆମେରିକାର ଭିତିରିଆ କାରବାର | ଆଫଗାନ ସହ ଆଉ ସମ୍ପର୍କ ରଖିବା ନ ନାଇଁ ଆମେରିକା ଏହା ସମତଙ୍କ ମନରେ ପ୍ରଶ୍ନବାଚୀ ହୋଇ ସୃଷ୍ଟି ହୋଇ ରହିଛି | ଆଫଗାନିସ୍ଥାନ ରେ ଥିବା ଆମେରିକାର ସମସ୍ତ ଅସ୍ତ୍ର ଶାସ୍ତ୍ର ଓ ଜାହାଜ ସବୁ ଅକାମି ହୋଇଯାଇଛି | ତାହାକୁ ଚାହିଁଲେ ବି ତାଲିବାନୀ ମାନେ ବ୍ୟବହାର କରି ପାରିବେ ନାହିଁ |
କିନ୍ତୁ ଆମେରିକୀୟ ସୈନ୍ୟ ମାନେ ସମସ୍ତ ଅସ୍ତ୍ର ଶାସ୍ତ୍ର କଣ ପାଇଁ ଛାଡିକି ପଳାଉଛନ୍ତି | କଣ ପାଇଁ ନିଜ ସାଥିରେ ନେଉ ନାହାନ୍ତି | ଏହା ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରି ରଖିଛି | ଆମେରିକା କିଛି ଭିତିରିଆ ଷଡଯନ୍ତ୍ର କରୁଛି କି | ଏହି ଭଳି ଗୁଡ଼ାଏ ପ୍ରଶ୍ନ ସମସ୍ତନଙ୍କ ମନରେ ଉଠୁଛି |