He bhagaban – ଭଉଣୀ ମଥାରେ ସିନ୍ଦୂର ଦେଲା ଭାଇ ଦେଖନ୍ତୁ ଲଜ୍ୟା ଜନକ ଭିଡିଓ

ଭାଇ ଭଉଣୀ ଙ୍କ ସମ୍ପର୍କ ଅତି ପବିତ୍ର । ସବୁଠୁ ପବିତ୍ର ସମ୍ପର୍କର ଉଦାହରଣ ଦିଆଯାଏ ଭାଇ ଭଉଣୀ ଙ୍କ ସମ୍ପର୍କ କୁ । ଭାଇ ର ହାତ କେବଳ ଭଉଣୀର ସୁରକ୍ଷା ପାଇଁ ଉଠିଥାଏ କିପରି ତାର ସାରା ଜୀବନ ରକ୍ଷା କରିବ ସେଥିପାଇଁ ତା ହାତରୁ ରାକ୍ଷୀ ମଧ୍ୟ ବାନ୍ଧି ଥାଏ।

କିନ୍ତୁ ବର୍ତ୍ତମାନ୍ ଭାଇରାଲ ଭିଡ଼ିଓରେ ଏମିତି ଏକ ଲଜ୍ୟା ଜନକ ଭିଡିଓ ଦେଖିବାକୁ ମିଳିଛି ଯାହା ଶୁଣିଲେ ଆପଣ ମଧ୍ୟ ଲଜ୍ୟ ଅନୁଭବ କରିବେ। ଘଟଣା ଟି ଆସିଚି ଉତ୍ତର ପ୍ରଦେଶ ଠାରୁ । ଉତ୍ତରପ୍ରଦେଶ ଫିରୋଜାବାଦ ଠାରେ ମୁଖ୍ୟ ମନ୍ତ୍ରୀ ଙ୍କ ଏକ ସାମୁହିକ ବିବାହ ଯୋଜନା ର ଆୟୋଜନ ହୋଇଥିଲା ।

ସେଠାରେ ବାହା ହେଲେ ସରକାର ଙ୍କ ପାଖରୁ ଟଙ୍କା ରାଶି ମଧ୍ୟ ମିଳିବାର ସୁଯୋଗ ଥିଲା । ସେଠାର ବିବାହ କଲେ ୫୧୦୦୦ ଟଙ୍କା ବିବାହିତ ଦମ୍ପତି ଙ୍କୁ ମିଳିଥିଲା । ଏହାଦ୍ବାରା ଲୋଭ ର ବଶୀଭୂତ ହୋଇ ଭାଇ ଭଉଣୀ ରଚିଥିଲେ ଷଡ଼ଯନ୍ତ୍ର ।

ଭାଇ ଭଉଣୀ ଙ୍କୁ ଚିହ୍ନି ଦେଇଥିଲେ ସେଠାକାର ବାସିନ୍ଦା । ଏବଂ ତାଙ୍କ ଅଧର କାର୍ଡ ଦେଖିଥିଲେ ଏବଂ ସବୁ ବିବରଣୀ ଦେଖିଲା ପରେ ସେମାନେ ଭାଇ ଭଉଣୀ ବୋଲି ଜାଣିଥିଲେ । ଦେଖନ୍ତୁ ଏହି ଭିଡିଓ –

https://youtu.be/FPo2173LYXA

Leave a Comment

Your email address will not be published. Required fields are marked *

Scroll to Top