ଝିଅକୁ ଦୁ-ଷ୍କ-ର୍ମ କରି ନିଜ ଛାତି ଫୁଲେଇ ଥାନାକୁ ଆସିଲା ୭୫ ବର୍ଷର ବୃଦ୍ଧ। ନାଁ ତା ମୁହଁରେ ଟିକେ ଲାଜ ଅଛି ନାଁ ସେ ତାର ଦୋଷ ମାନିବାକୁ ପ୍ରସ୍ତୁତ ଅଛି। ପଚାରିଲେ କହୁଛନ୍ତି କି ହଁ ମୁଁ ଭୁଲ୍ କରି ଦେଇଛି ତ କଣ କରିବି। ଏସବୁ ପରେ ମଧ୍ୟ ତାଙ୍କର ମନରେ ଟିକେ ହେଲେ ଡର ନାହିଁ କି ଭୟ ମଧ୍ୟ ନାହିଁ। ଏହି ବୟସରେ ବି ପୂରା ବିର ଦମ୍ଭରେ ସୁଟ ବୁଟ ପିନ୍ଧି ଥାନା ଆଡ଼କୁ ମାଡି ଆସୁଛନ୍ତି। ତାଙ୍କ ମୁଣ୍ଡ ଉପରେ ଲଦା ହୋଇଛି ଏତେ ବଡ଼ ଅଭିଯୋଗ,ତଥାପି ମଧ୍ୟ ତାଙ୍କର ସେସବୁ ରେ ଖାତିର ନାହିଁ। ପଚାରିଲେ କହୁଛନ୍ତି କି ତାଙ୍କର ନାତୁଣୀ ହେବ ବୋଲି ସେ କରୁଥିଲେ ଆଉ ତାର ଗାଲକୁ ଟିକେ ଧରି ଦେଇଥିଲେ ଆଉ ହଉ ହଉ ଯେ ଏମିତି ହେଇଯିବ ବୋଲି ସେ ଜାଣି ନଥିଲେ।
ନାତୁଣୀ ହେବ ବୋଲି ସ୍ନେହରେ ଧରି ପକାଇ ଥିବା କଥା କହିଥିଲେ। ଆଉ ସେ ଜାଣି ନଥିଲେ କି କଥା ଏତେ ବାଟ କୁ ଚାଲି ଯିବ ବୋଲି। ଏଭଳି କିଛି ପୂରା ଦମ୍ଭ ସହକାରେ ଉତ୍ତର ଦେଉଛନ୍ତି ୭୫ ବର୍ଷୀୟ ବୃଦ୍ଧ ଜଣକ।ସେ ଏମିତି କହୁଛନ୍ତି କି ସତେ ଯେମିତି ତାଙ୍କର କିଛି ହେଲେ ମଧ୍ୟ ଭୁଲ୍ ନାହିଁ। ବୃଦ୍ଧଙ୍କ ବିରୁଦ୍ଧରେ ଝିଅର ପରିବାର ଲୋକେ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ। ଘରେ କେହି ନଥିବା ବେଳେ ପାଣି ପିଇବା ବାହାନାରେ ଘରେ ପଶି ବୃଦ୍ଧ ଜଣକ ଝିଅକୁ ଦୁ-ଷ୍କ-ର୍ମ କରିଥିବା ଅଭିଯୋଗ ହୋଇଛି।
ଖବର ମୁତାବକ ପଟ୍ଟାମୁଣ୍ଡାଇ , ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଡପଡା ଗ୍ରାମର ୭୫ ବର୍ଷର ବୃଦ୍ଧ ବଟକୃଷ୍ଣ ସାହୁ। ଯାହାଙ୍କ ନାମରେ ରହିଛି ଝିଅକୁ ଦୁ-ଷ୍କ-ର୍ମ କରିବାର ଅଭିଯୋଗ।ଘରେ ବାପା ମାଆ ନଥିବା ବେଳେ ହିଁ ବଟକୃଷ୍ଣ ଝିଅ ସହ ଏଭଳି କିଛି କରି ଦେଇଛି। ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଆଉ ଝିଅର ମାଆ ଏନେଇ ଥାନାରେ ଏତଲା ମଧ୍ୟ ଦେଇଛନ୍ତି। ଏବେ ପୋଲିସ୍ ଘଟଣାର ତଦନ୍ତ କରିବା ସହ ବଟକୃଷ୍ଣ ଙ୍କୁ ଗିରଫ କରି ତାଙ୍କୁ ପଚରା ଉଚରା କରୁଛନ୍ତି। ତେବେ ଏହା ସମ୍ପର୍କରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।