ଏହି କାରଣରୁ Chaina କୁ Shree Lanka ଦେଲା ଶକ୍ତ ଚାପୁଡ଼ା ଜାଣନ୍ତୁ କେମିତି

ତ୍ରିକୋମଳି ତୈଳ ଟଙ୍କି ଫାର୍ମରେ ଭାରତର ଅଂଶକୁ ସରକାରି ଭାବେ ଅନୁମୋଦନ ଦେଲା ଚୀନ୍।ଋଣ ଜାଲରେ ଫଶାଇ ଚୀନ୍ ଏହା ଉପରେ ବହୁତ୍ ବର୍ଷ ହେଲା ନଜର ରଖିଥିଲା।କିନ୍ତୁ ଶ୍ରୀଲଙ୍କା ଚୀନ୍ କୁ ଝଟକା ଦେଇଛି।ଶ୍ରୀଲଙ୍କାରେ କିଛି ବର୍ଷ ହେଲା ଚୀନ୍ ର ପ୍ରଭାବ ବଢ଼ିବାରେ ଲାଗିଥିଲା।

ଏଥିପାଇଁ ଭାରତ ଅତ୍ୟନ୍ତ ଚିନ୍ତା ଜନକ ରହିଥିଲା।କିନ୍ତୁ କିଛି ଦିନ ହେଲା ଚିନ୍ କୁ ଝଟକା ଦେଇଛି।ଭାରତ ଓ ଶ୍ରୀଲଂକା ଭିତରେ କୁତନୈତିକ ସମ୍ପର୍କ ଭଲ ହେବାରେ ଲାଗିଛି। ଯେବେଠୁ ଚୀନ୍ ଶ୍ରୀଲଂକା କୁ ଦୂଷିତ ଜୈବିକ ସାର ପଠେଇଛି,ସେବେଠାରୁ ଚୀନ୍ ଓ ଶ୍ରୀଲଙ୍କା ମଧ୍ୟରେ ସଂପର୍କ ଖରାପ ହେବାରେ ଲାଗିଛି।

 

 

ଗଣମାଧ୍ୟମ ରିପୋର୍ଟ ଅନୁସାରେ ବର୍ତ୍ତମାନ ଭାରତ ଓ ଶ୍ରୀଲଂକା ମିଶି ଦ୍ଵିତୀୟ ବିଶ୍ଵଯୁଦ୍ଧ ତିଆରି ହୋଇଥିବା ତ୍ରିକୋମଳି ତୈଳ ଟଙ୍କି ପରିସରକୁ ପୁଣିଥରେ ବିକଶିତ କରିବେ।ଏହି ଡିଲ୍ ପାଇଁ ପ୍ରଥମେ ୧୯୮୨ ମଧ୍ୟରେ ଉଭୟ ଦେଶ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା।କିନ୍ତୁ ୩୫ ବର୍ଷ ଧରି ଏହା ଆଗକୁ ବଢ଼ି ନଥିଲା।

ମୋଦି ସରକାର ଆସିବା ପରେ ଆଉ ଥରେ ଭାରତକୁ ସଫଳତା ମିଳିଛି।ଅଟକ ଥିବା ଏହି ପ୍ରକଳ୍ପ ଭାରତ ପାଇଁ ମାଇଲ୍ ଖୁଣ୍ଟ ହେବ।ଏଥିପାଇଁ ଚୀନ୍ କୁ ଝଟକା ଲାଗିଛି।ଭାରତ ଓ ଶ୍ରୀଲଂକା ମଧ୍ୟରେ ସମ୍ପର୍କ ସୁଧୁରି ଥିବାରୁ ଏହା ସଂକେତ ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି।

Leave a Comment

Your email address will not be published. Required fields are marked *

Scroll to Top