Special Report

ଏଥର କଂଗ୍ରେସରୁ ଲଢ଼ିବେ ଅର୍ଚ୍ଚନା ନାଗ,କହିଲେ ଗୋଟେ ଗୋଟେ କରି ମୁଁ ସବୁ ପ୍ରତିଶୋଧ ନେବି!

 

ନମସ୍କାର ପାଠକ ବନ୍ଧୁ।ଆସିଲା ବଡ ଖବର।ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ହେବେ କଂଗ୍ରେସ ଦଳ ର ସାଂସଦ।ବିଧାୟକ ନୁହେଁ କି ମନ୍ତ୍ରୀ ନୁହଁ ସେ ସିଧାସଳଖ ସାଂସଦ ହେବେ ବୋଲି ଶୁଣା ଯାଉଚି।ଆପଣ ମାନେ ସମସ୍ତେ ଅର୍ଚ୍ଚନା ନାଗ ଙ୍କ ବିଷୟ ରେ ଜାଣି ଥିବେ। ସେ ଦୀର୍ଘ ଦୁଇ ବର୍ଷ ଧରି ଜେଲ ରେ ରହିଥିଲେ।

ବଡ ବଡ଼ିଆ ନେତା ମାନଙ୍କୁ ବ୍ଲାକ ମେଲ କରି ତାଙ୍କ ଠାରୁ ଟଙ୍କା ଖାଇବା ଅଭିଯୋଗ ରେ ସେ ଦୀର୍ଘ ଦିନ ଧରି ଜେଲ ଯାଇଥିଲେ।ନିକଟରେ ଲ ପରୀକ୍ଷା ଦେବା ପାଇଁ ସେ ଜାମିନ ରେ ଆସି ଥିଲେ।ହେଲେ ସେ ଆସିବା ପରେ ଏପରି କିଛି ମନ୍ତବ୍ୟ ଦେଇଛନ୍ତି ଯାହାକୁ ନେଇ ଏବେ ସବୁଠାରେ ଚର୍ଚ୍ଚା କରା ଯାଉଛି।

ସୂଚନା ଅନୁସାରେ ଅର୍ଚ୍ଚନା ନାଗ ଙ୍କୁ ନେଇ ଏବେ ସବୁ ଠାରେ ଚର୍ଚ୍ଚା କରା ଯାଉଛି।ନୂଆ ବର୍ଷ ଅବସର ରେ ସେ ନିଜ ପରିବାର ସହିତ ଭୁବନେଶ୍ୱର ର ରାମ ମନ୍ଦିର ବୁଲିବାକୁ ଯାଇଥିଲେ।ସେଠାରେ ସେ ଗଣମାଧ୍ୟମ ଆଗରେ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ସେ କହିଛନ୍ତି ଯଦି ଲୋକ ମାନେ ଇଚ୍ଛା କରିବେ ତେବେ ସେ ନିଶ୍ଚିତ ରୂପେ କଂଗ୍ରେସ ଦଳ ପକ୍ଷ ରୁ ନିର୍ବାଚନ ଲଢ଼ିବେ।ତାଙ୍କର ଏହି କଥା କୁ ନେଇ ସମସ୍ତେ ଚର୍ଚ୍ଚା କରୁଛନ୍ତି।ସମସ୍ତଙ୍କ କହିବା ଅନୁଯାୟୀ ଅର୍ଚ୍ଚନା ନାଗ ଖୁବ୍ ଶୀଘ୍ର କଂଗ୍ରେସ ଦଳ ର ଜଣେ ଭଲ ନେତ୍ରୀ ରୂପେ ପରିଚିତ ହେବେ।

ଲୋକ ଙ୍କ ସେବା କରିବା ପାଇଁ ସେ ସବୁବେଳେ ଚେଷ୍ଟା କରୁଛନ୍ତି ବୋଲି ଗଣ ମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।ତାଙ୍କ କହିବା ଅନୁଯାୟୀ ଅନେକ ଲୋକ ତାଙ୍କୁ ଫସାଇ ବାକୁ ଚେଷ୍ଟା କରିଥିଲେ।ନିଜ ଭୁଲ ନ ଥାଇ ସେ ଦୀର୍ଘ ଦୁଇ ବର୍ଷ ଧରି ଜେଲ ରେ ରହିଥିଲେ।

ଏହି ସମୟ ମଧ୍ୟରେ ମୋତେ ଲାଗି ଥିଲା କି ମୁଁ ଲୋକ ଙ୍କ ପାଇଁ କିଛି କରିବି।ମୋ ନାମ ରେ ଯେଉଁ ମାନେ ମିଥ୍ୟା ଅଭିଯୋଗ କରିଛନ୍ତି ତାଙ୍କୁ ଭଗବାନ ଦଣ୍ଡ ଦେବେ।ମୁଁ ଆଗକୁ ନିର୍ବାଚନ ଲଢ଼ିବି।ଏହାକୁ ଶୁଣି କଂଗ୍ରେସ ନେତା ସୁର ରାଉତରାୟ ବହୁତ ଖୁସି ହୋଇ ଯାଇଥିଲେ।

ଅର୍ଚ୍ଚନା ନାଗ ଙ୍କ ତାଙ୍କ ଦଳ ରେ ରହିବା କଥା ଶୁଣି ସେ ସ୍ଵାଗତ ଜଣାଇ ଥିଲେ।ଯଦି କଂଗ୍ରେସ ଦଳର ମୁଖ୍ୟ ରାହୁଲ ଗାନ୍ଧୀ ଅନୁମତି ଦିଅନ୍ତି ତେବେ ସେ ନିଶ୍ଚିତ ରୂପେ କଂଗ୍ରେସ ରେ ଅଂଶ ଗ୍ରହଣ କରି ପାରିବେ।ସେ ସାଂସଦ ହୋଇ ସାରିବା ପରେ ଅନ୍ୟ ଦଳ ର ୧୩ ନେତା ଙ୍କ ନିଜ ପ୍ରତିଶୋଧ ନେବେ।

ସେହି ୧୩ ନେତା ଙ୍କ ପାଇଁ ତାଙ୍କ ଜୀବନ ଆଜି ନଷ୍ଟ ହୋଇ ଯାଇଚି।ସେ ଜେଲ ରେ ଥିବା ସମୟ ରେ କିପରି ତାଙ୍କ ଉପରେ ପ୍ରତିଶୋଧ ନେବେ ସେହି କଥା ଚିନ୍ତା କରୁଥିଲେ।ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।

Leave a Reply

Your email address will not be published. Required fields are marked *