କଟକ ଝିଅକୁ ଏହି ଯୁବକ ଜଣକ କରି ଚାଲିଥିବା ବାରମ୍ବାର ଦୁ-ଷ୍କ-ର୍ମ। ଜନ୍ମଦିନରେ ଉଠାଇ ନେଇ ତାଙ୍କୁ କରିଛନ୍ତି ଦୁ-ଷ୍କ-ର୍ମ। ଛାଡ଼ିବାକୁ ତାଙ୍କୁ ଅନୁରୋଧ କରିଥିଲେ ସୁଦ୍ଧା ଏହି ଯୁବକ ଜଣକ ତାଙ୍କୁ ଝୁଣୀ ଖାଇଥିଲା। ସେହି ଯୁବକଙ୍କୁ ନେଇ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଏହାପରେ ସେହି ଦୁ-ଷ୍କ-ର୍ମ ସମୟର ନଗ୍ନ ଭିଡିଓ ମଧ୍ୟ ନିଜ ମୋବାଇଲ ରେ ସୁଟ କରିଥିଲା। ଯାହାକୁ ଦେଖାଇ ଯୁବତୀ କୁ ବ୍ଳାକମେଲ ମଧ୍ୟ କରିଥିଲା।ଯୁବତୀ ଜଣକ ବାରମ୍ବାର ମନା କରିବା ସତ୍ତ୍ୱେ ମଧ୍ୟ ତାଙ୍କୁ ବାରମ୍ବାର ଦୁ-ଷ୍କ-ର୍ମ କରି ଚାଲିଥିଲା। ପ୍ରେମିକ ଓ ସାଙ୍ଗ ମାନେ ମିଶି ଏଭଳି କିଛି ନାରକୀୟ କାଣ୍ଡ ମାନ କରିଥିଲେ।
ଅଭିଯୁକ୍ତ ର ଏହି ଫଟୋ ମଧ୍ୟ ଏବେ ମିଳି ଯାଇଛି। ପ୍ରେମିକ ସହ ଅନ୍ୟ ଯୁବକ ମାନେ ମଧ୍ୟ ସାମିଲ୍ ଥିଲେ। ପ୍ରଥମେ ପ୍ରେମ ଆଉ ତା ପରେ ଦୁ-ଷ୍କ-ର୍ମ ଏଭଳି କିଛି ଘଟି ଥିଲା। ଏକ କାଫେ ଭିତରକୁ ନେଇ ଜନ୍ମଦିନରେ କରିଥିଲା ଏଭଳି ଖରାପ୍ କାମ।ସେହି କାଫେ ମାଲିକ କୁ ମଧ୍ୟ ନିଜ ହାତରେ ରଖିଥିଲା। ଆଉ ଏହି ସମୟରେ ଭିଡିଓ ନିଜ ଫୋନ ରେ ସୁଟ୍ କରିଥିଲା। ଏହାପରେ ତାର ଅସଲ ରୂପ ବାହାରି ଥିଲା। ପ୍ରେମିକା କୁ ବାରମ୍ବାର ଏହି ଭିଡିଓ ଭାଇରାଲ୍ କରିଦେବ ବୋଲି ଧମକ ଦେଇ ଚାଲିଥିଲା।
ଏହାପରେ ପ୍ରେମିକା କୁ ଏକ ନିଛାଟିଆ ସ୍ଥାନକୁ ଡକାଇ ଥିଲା। ସେଠାରେ ସାଙ୍ଗ ମାନଙ୍କ ସହ ମିଶି ନିଜର ପ୍ରେମିକା କୁ ହିଁ ଗଣ ଦୁ-ଷ୍କ-ର୍ମ କରି ଦେଇଥିଲା।ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି।ବର୍ତ୍ତମାନ ସମୟରେ ପୋଲିସ ମଧ୍ୟ ଏହି ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଆଉ ଏହି ଘଟଣା ଏବେ ସାରା ଓଡ଼ିଶାରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଏହି ଘଟଣା ସମ୍ପର୍କରେ ଆପଣଙ୍କୁ କଣ ଲାଗୁଛି। ଆଉ ଏହି ଘଟଣା ସମ୍ପର୍କରେ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଯେମିତି ଭୁଲି ଯିବେ ନାହିଁ।