ଭିଡିଓ : ଘରେ ପଶିଯାଇଥିବା ବିଷଧର ନାଗ କୁ କ୍ଷୀର ପିଆଇବାକୁ ଚେଷ୍ଟା କଲା ବେଳେ ନାଗ କରିଦେଲା ଏମିତି..

ଆଜି କାଲି ଲୋକ ଚଳଚିତ୍ର ଦେଖି ଏଇଆ ଭାବି ନିଅନ୍ତି କି ସାପ କୁ କ୍ଷୀର ଦେଲେ ସେ ଶାନ୍ତ ହେଇ ପି ଦେବ ହେଲେ ଏହା ସମ୍ପୂର୍ଣ ଭାବେ କାଳ୍ପନିକ, ସାପ ର ବୁଝିବା ଆଉ ବିଚାର ଶକ୍ତି ନଥାଏ ଏପରିକି ସାପ କୁ କିଛି ଭଲ ଦେଖା ଯାଏନି ସେ ନିଜ ଦେହ ରେ ଥିବା ସ୍ନାୟୁ ଗତ ଶକ୍ତି ଦ୍ଵାରା ଶିକାର କୁ ଧରି ଥାଏ

ତେବେ ଗୋଟେ ସାପ ଧରାଳି ଙ୍କ ୟୁଟ୍ୟୁବ ଚ୍ୟାନେଲ ରେ ଠିକ୍ ଏମିତି ଏକ ଘଟଣା ଦେଖିବାକୁ ମିଳିଥିଲା ଯାହା ଆପଣ ମାନଙ୍କୁ ମଧ୍ୟ ଚକିତ କରିଦେବ, ପ୍ରକୃତ ରେ ଜଣ କ ଘରେ ଗୋଟେ ବିଷାକ୍ତ ସାପ ପଶିଥିବା ଖବର ଶୁଣି ସାପ ଧରାଳି ଜଣକ ପହଞ୍ଚି ଥିଲେ ଆଉ ସେ ଦେଖିଲେ କି ସାପଟି ନାଗ ଅଟେ ଆଉ ସେ ଏମିତି ବି ବହୁତ୍ ହିଂସ୍ର

ତେବେ ନାଗ ସାପ କ୍ଷୀର ପିଇବ ଭାବି ଘର ର କିଛି ସ୍ତ୍ରୀ ଲୋକ ସାପ ଆଗରେ ଗୋଟେ ଗିନ ରେ କ୍ଷୀର ଆଣି ରଖିଥିଲେ ଆଉ ସାପ ପିଇବ ବୋଲି ଆଶା କରୁଥିଲେ ଏହା ଭିତରେ ସାପ ଫଣା ଉଠେଇ ମହିଳା କୁ ଚୋଟ ମାରିବାକୁ ମଧ୍ୟ ପ୍ରୟାସ କରିଥିଲା

ତେବେ ସାପ ଧରାଳି ଜଣକ ବୁଝାଇଥିଲେ କିବାପ ଶୁଣି ପରେ ନାହିଁ କି କିଛି ଦେଖିପାରେନି, ଏହା କରିବା ମୂର୍ଖାମି ଆଉ ଏଥିରେ ଜୀବନ ବି ଯାଇପାରେ, ତେଣୁ କେହିବି ଏମିତି କିଛି କରନ୍ତୁ ନାହିଁ ଆଉ ସାପ କୁ ଖାଲି ହାତରେ ନିଜେ ମଧ୍ୟ ଧରିବାକୁ ଚେଷ୍ଟା କରନ୍ତିନି, ଯଦି ଘରେ ସାପ ବାହାରୁଛି ତାହାଲେ ସାପ ଧରାଳି ଙ୍କୁ ଫୋନ୍ କରନ୍ତୁ

ତେବେ ଉପରେ ଆମେ ଦେଉଛ ସେଇ ଭିଡିଓ ଆପଣ ଦେଖନ୍ତୁ, ନିଶ୍ଚୟ ଆପଣ ଙ୍କୁ ଭଲ ଲାଗିବ

Leave a Comment