୨୦୨୨ ପାଇଁ ଆସିଲା ଭବିଷ୍ୟତ ବାଣୀ ମାଡ଼ି ଆସୁଛି ବଡ ବିପଦ ନୂଆ ଭାଇରସ ରେ ଯିବ ଜୀବନ ଏଲିଅନ କରିବେ ଆକ୍ରମଣ

ନବବର୍ଷ ୨୦୨୨ ଆସୁଅଛି।୨୦୨୨ ଭବିଷ୍ୟ ବାଣୀ କୁ ନେଇ ଆତଙ୍କିତ ବିଶ୍ଵ ବାସୀ। ଵୁଲ୍ଗେରିଆ ର ପ୍ରସିଦ୍ଧ ଜ୍ୟୋତିର୍ବିଦ ଭାନ୍ଦେ ଲୀୟା ପାଣ୍ଡେଭା ଗୁଷ୍ଟେ ରୋ ଙ୍କ ଭବିଷ୍ୟ ବାଣୀ ଆଷ୍ଟୋପିଏମ୍ ଡ଼ଟ୍ କମ୍ ରେ ପ୍ରକାଶ କରିଛି।ଯାହାକୁ ନେଇ ସବୁ ଆଡେ ଚର୍ଚ୍ଚା ଓ ଆଲୋଚନା କରୁଛନ୍ତି।

ବାଳୁତ କାଳରୁ ଦୃଷ୍ଟି ଶକ୍ତି ହରାଇଥିବା ଭାନଗା ୧୯୯୬ ମସିହାରେ ସ୍ଵର୍ଗବାସ କରିଥିଲେ ମଧ୍ୟ ତାଙ୍କ ଭବିଷ୍ୟ ବାଣୀ ସତ ପ୍ରମାଣିତ ହେଉଛି।୨୦୨୨ ପାଇଁ ବାବା ଭାନଗା କରିଥିବା ଭବିଷ୍ୟ ବାଣୀ ର ଗୋଟିଏ ହେଉଛି ଜଳ ସଙ୍କଟ।ନଦୀ ପ୍ରଦୂଷଣ ଯୋଗୁ ନୂଆବର୍ଷରେ ଜଳ କଷ୍ଟ ବଢିବ।

ପଙ୍ଗପାଳ ଆକ୍ରମଣ ମଧ୍ୟ କରିବେ।ତାପମାତ୍ରା ୫୦ ଡିଗ୍ରୀ ବୃଦ୍ଧି ପାଇବା ପରେ ପଙ୍ଗପାଳ ଫସଲ ଓ ଖେତକୁ ମାଡି ଆସିବା ଯୋଗୁ ଅନାହାର ହେବ। ଏଲିଆନ୍ ମାନେ ପୃଥିବୀ ଆକ୍ରମଣ କରିବେ ବୋଲି ସେ କହିଛନ୍ତି।ତୁଷାର ରେ ଜମାଟ ବାନ୍ଧି ରହି ଥିବା ଗୋଟିଏ ନୂଆ ମାରାତ୍ମକ ଭୁତାଣୁ ସାଇବେରିଆ ରୁ ଆବିଷ୍କାର ହେବ ବୋଲି କହିଛନ୍ତି।

ଅଷ୍ଟ୍ରେଲିଆ ସମେତ କେତେକ ଇସୀୟ ରାଷ୍ଟ୍ର ବନ୍ୟା ପ୍ଲାବିତ ହେବ।ଲୋକମାନେ ଅଧିକ ସମୟ ଫୋନ ବ୍ୟବହାର କରି ବ୍ୟସ୍ତ ହେବେ ସେଥିପାଇଁ ବିପଦ ଜନକ ପରିସ୍ଥିତି ସୃଷ୍ଟି ହେବ।ତାଙ୍କର ୮୫ ବର୍ଷରେ ମୃ-ତ୍ୟୁ ହେଲେ ମଧ୍ୟ ତାଙ୍କ ପୂର୍ବାନୁମାନ ସତ ହେଉଥିବା ଯୋଗୁ ସାରା ବିଶ୍ବରେ ଏବେ ଚର୍ଚ୍ଚାରେ ରହିଛନ୍ତି।

Leave a Comment

Your email address will not be published. Required fields are marked *

Scroll to Top