କଣ ଆପଣ ଙ୍କୁ ବି ଗାଧେଇଲା ବେଳେ ଲାଗୁଛି ପରିସ୍ରା?? ହେଇପାରେ ଏହି ଗମ୍ଭୀର ରୋଗ..

ସ୍ନାନ କରିବା ସମୟରେ ପରିସ୍ରା କରିବା ଏକ ଶାରୀରିକ ଘଟଣା | ଯେତେବେଳେ ଶରୀର ଅତ୍ୟଧିକ ଗରମ ହୋଇଯାଏ ଆଉ ଯେତେବେଳେ ଆମେ ଗାଧାଉ ଆମେ ଶରୀର ଉପରେ ପାଣି ପକାଉ, ଏହା ଦ୍ବାରା ଶରୀର ଥଣ୍ଡା ହୋଇଯାଏ ଏବଂ ଘନୀଭୂତ ପ୍ରକ୍ରିୟା ତ୍ୱରାନ୍ୱିତ ହୁଏ, ଫଳସ୍ୱରୂପ ପରିସ୍ରା ହୁଏ,

ଏହା ଏକ ରୋଗ ନୁହେଁ, ଏହା ଶରୀରର ନିଜସ୍ୱ ପ୍ରତିକ୍ରିୟା ଏହା ଏକ ପ୍ରାକୃତିକ ଜିନିଷ, ରୋଗ ନୁହେଁ, ଏହା କେତେକ ଲୋକଙ୍କୁ ଭୟଭୀତ କରେ ତେବେ ଏହା ଯଦି ବାର ବାର ହେଉଛି ତାହାଲେ ଆପଣ ଙ୍କୁ ଡାକ୍ତର ଦେଖାଇ ନେବା ଉଚିତ୍, ତେବେ ଏହା ନଦୀ ରେ ଗାଧେଇଲେ ହୁଏନି ବିଶେଷତ ବାହାରେ ଗାଧେଇବା ସମୟ ରେ ଏମିତି ହେଇଥାଏ

ତେବେ କେତେକ କ୍ଷତ୍ର ରେ ଏହା ପ୍ରୋଷ୍ଟେଟ କ୍ୟାନ୍ସର ହେଇଥାଏ ପାରେ ନହେଲେ କୌଣସି ପ୍ରକାର ମୂତ୍ର ଜନିତ ସଂକ୍ରମଣ, ହେଲେ ଏହା ଏତେ ବି ଗମ୍ଭୀର କଥା ନୁହେଁ

ଯଦି ଆପଣ ଗାଧୋଇବା ସମୟରେ ପରିସ୍ରା କରିବାର ଅଭ୍ୟାସ ବିଷୟରେ ଚିନ୍ତା କରନ୍ତି, ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ | କାରଣ ଆପଣ କୋଉଣସି ଖରାପ୍ କାମ କାମ କରୁନାହାଁନ୍ତି | ତୁମର ପରିସ୍ରା ପାଣି ସହିତ ଅତି ଶୀଘ୍ର ପ୍ରବାହିତ ହୁଏ ତେଣୁ ଏହା କୌଣସି ଲାଜ କରିବା କଥା ନୁହେଁ ତେବେ ପ୍ରକୃତ ରେ ଯେତେବେଳେ ଆମ ଶରୀର ଉପରେ ଅଚାନକ ଥଣ୍ଡା ପାଣି ପଡ଼ି ଯାଏ ଆମ ମୂତ୍ରାଶୟ ଉପରେ ଚାପ ସୃଷ୍ଟି ହୁଏ ଆଉ ଆମକୁ ପରିସ୍ରା ଲାଗେ

ଆଉ ସେଇଟା ଆମ ଉପରେ ନିର୍ଭର କରେ ଆମେ କରିବୁ କି ନାହିଁ ତେଣୁ ଏହା ଆପଣ ଙ୍କ ଇଚ୍ଛା ଆପଣ ଗାଧେଇଲା ବେଳେ ପରିସ୍ରା କରିବେ କି ନାହିଁ , ଯଦି ଏହା ଆପଣା ଛାଏ ହେଇଯାଉଚି ତାହାଲେ ଆପଣ ଙ୍କୁ ଡାକ୍ତର ପରାମର୍ଶ ଜରୁରୀ

Leave a Comment

Your email address will not be published. Required fields are marked *

Scroll to Top