ରାଜ୍ୟ ଖବର

Audio ପଠାଇଲେ ସଫା ସଫା ମନା କରିଦେଲେ ସୁମିତ ଆଉ ୭ ଜନ୍ମରେ ଯୋଡ଼ି ହୋଇପାରିବନି ସମ୍ପର୍କ ବିପଦ ରେ Tapswini

ବର୍ତ୍ତମାନ ଘଟଣା ନେଲାଣି ନୂଆ ମୋଡ । ଯେଉଁ ସୁମିତ ଙ୍କ ପାଇଁ ଧାରଣା ରେ ବସିଥିଲେ ତପସ୍ଵିନୀ ତାଙ୍କୁ ଆଜି ଗ୍ରହଣ କରିବା ପାଇଁ ଚାହୁଁ ନାହାନ୍ତି ସୁମିତ ।

ଆଜି ଏକ ଅଡିଓ ଜାରି କରିଛନ୍ତି ସୁମିତ ଯେଉଁଥିରେ ସଫା ସଫା ମନା କରିଦେଇଛନ୍ତି ଆଉ ସମ୍ପର୍କ ଯୋଡ଼ି ହୋଇ ରହିପରିବନି । କାହିଁକି ନା ତାଙ୍କ କହିବା ଅନୁଯାୟୀ ତପସ୍ୱିନୀ ଙ୍କ ପାଇଁ ତାଙ୍କ ପରିବାର ଲୋକଙ୍କ ପ୍ରତି ଜୀବନ କୁ ବିପଦ ଆସିଛି ।

ଏବଂ ଲୋକେ ଉତ୍ୟକ୍ତ ହୋଇ ତାଙ୍କୁ ଘରର ଗେଟ କୁ ବ୍ୟଙ୍ଗିଦେଇଛନ୍ତି ଏବଂ ବାଟ ଘରରେ ତପସ୍ୱିନୀ ଙ୍କୁ ନେଇ ଥଇଥାନ କରିଛନ୍ତି । ଦୀର୍ଘଦିନ ର ସଂଘର୍ଷ ପରେ ମଧ୍ୟ ତପସ୍ୱିନୀ ନ୍ୟାୟ ପାଇପାରୁ ନଥିଲେ ।

ଯାହାକୁ ଦେଖି ନାରୀ ଶକ୍ତି ରଣହୁଙ୍କାର ଦେଇଥିଲା । ଏବଂ ସବୁ ନାରୀ ଏକତ୍ରିତ ହୋଇ ତାଙ୍କ ଘର ର ପ୍ରଥମ ଗେଟ ଟିକୁ ଭାଙ୍ଗି ଦେଇଥିଲେ ।

ବ୍ରହ୍ମପୁର ର ସମସ୍ତ ବାସିନ୍ଦା ଠିଆ ହୋଇଥିଲେ ତପସ୍ୱିନୀ ଙ୍କ ସମ୍ମୁଖରେ ଏବଂ ନ୍ୟାୟ ପାଇଁ ଶ୍ୱର୍ ଉଠେଇଥିଲେ । ବର୍ତ୍ତମାନ ତପସ୍ୱିନୀ ଶୀତ କାକର ଦାଉ ରୁ ରକ୍ଷା ପାଇଛନ୍ତି କିନ୍ତୁ କେବେ ଶଶୁର ଘର ଲୋକେ ତାଙ୍କୁ ଆପଣେଇବେ ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *