ରାଜ୍ୟ ଖବର

Tapswini ଙ୍କୁ Dr sumit କାହିଁକି ଦେବେ ୧୭୦୦୦ ଟଙ୍କା ? କାହିଁକି ଦେଲେ କୋର୍ଟ ଅର୍ଡର୍

ତପସ୍ଵିନୀ ସୁମିତ ମାମଲାରେ ଗତ କାଲି ତପସ୍ୱିନୀ ବିଜୟ ଲାଭ କରିଥିବା ବେଳେ ବର୍ତ୍ତମାନ୍ ଶାଶୁଘରେ ରହିବା ପାଇଁ ଅଧିକାର ପାଇଛନ୍ତି । ଆଗରୁ ଅନେକ ତପସ୍ୟା କରିଥିଲେ ତପସ୍ୱିନୀ ଘରକୁ ଫେରିବା ପାଇଁ ମାତ୍ର କୋର୍ଟ ର ଅର୍ଡର୍ କୁ ଅପେକ୍ଷା କରି ରହିଥିଲେ ।

ସୁମିତ ଏବଂ ପରିବାର ଲୋକେ ତାଙ୍କୁ ନା ପସନ୍ଦ କରୁଥିବାର ଘଟଣା ସାମ୍ନାକୁ ଆସୁଥିବା ବେଳେ ଜଣେ ଅଜଣା ବ୍ୟକ୍ତି ତପସ୍ୱିନୀ ଙ୍କ ବାପାଙ୍କୁ କଲ କରି ଜଣାଇଥିଲେ । ତେବେ ସେ ତପସ୍ୱିନୀ ଙ୍କ ବାପାଙ୍କୁ ଅଫର ଦେଇଥିଲେ ମଧ୍ୟ । ଅଫର କୁ ରୋକ୍ ଠୋକ୍ ମନା କରିଥିଲେ ତପସ୍ୱିନୀ ଙ୍କ ବାପା ।

କୋର୍ଟ ତପସ୍ଵିନୀ ଙ୍କୁ ଘରେ ରହିବାର ଅନୁମତି ଦେଇଥିବା ବେଳେ ଆପଣଙ୍କ ମନରେ ପ୍ରଶ୍ନ ଉଠିଥିବ ୧୭୦୦୦ ଟଙ୍କା କାହିଁକି ତପସ୍ୱିନୀ ଙ୍କୁ ଦେବେ ସୁମିତ । ତେବେ ତପସ୍ୱିନୀ ଙ୍କ ଖାଇବା ଏବଂ ମେଡିକାଲ ଖର୍ଚ୍ଚ କୌଣସି ମତେ ଶଶୁରଘର ଲୋକେ ଖର୍ଚ୍ଚ କରିବାକୁ ବାଧ୍ୟ ନୁହନ୍ତି ।

ତେଣୁକରି ତପସ୍ୱିନୀ ଙ୍କୁ ମାସିକ ୧୭୦୦୦ ସୁମିତ ଦେବେ ବୋଲି ନିଷ୍ପତି ନେଇଛନ୍ତି ମାନ୍ୟବର କୋର୍ଟ । ଏ ନିଷ୍ପତି କୁ ଆପଣ କେତେ ସ୍ବାଗତ ଯୋଗ୍ୟ କରୁଛନ୍ତି ଦୟାକରି କମେଣ୍ଟ ବକ୍ସ ରେ କୁହନ୍ତୁ ।

Leave a Reply

Your email address will not be published. Required fields are marked *