ମୋ ବାପା ବୋଉ ଙ୍କୁ ବାଧ୍ୟ କରି ମୋ ବିରୁଦ୍ଧ ରେ ଖବର ସଂଗ୍ରହ କରୁଛନ୍ତି ମିଡ଼ିଆ , ମୋ ମାନସିକ ଶାନ୍ତି ଆଉ ନାହିଁ….

ଦୂତି ଚାନ୍ଦ କହିଲେ କି ତାଙ୍କୁ ଗଣ ମାଧ୍ୟମ ବଦନାମ କରୁଛ ଆଉ ତାଙ୍କ ପରିବାର ର କଥା କୁ ନେଇ ସେମାନେ ନିଉଜ କରୁଛନ୍ତି ଆଉ ପରେ ମତେ ପଇସା ମାଗି ହଇରାଣ କରୁଛନ୍ତି, ତେବେ ଗତକାଲି ଦୂତି ନିଜ ଘରେ ସାମ୍ବାଦିକ ମାନଙ୍କୁ ଡାକି ଗୋଟେ ପ୍ରକାର ଭୋଜି ସହ ପ୍ରେସ ମିଟ ର ଆୟୋଜନ କରିଥିଲେ

 

ଏଇଥିରେ ବଡ଼ ବଡ଼ ନିଉଜ ଚ୍ୟାନେଲ ର ସାମ୍ବାଦିକ ମାନେ ଆସି ଯୋଗ ଦେଇଥିଲେ ଏଥିରେ ଦୂତି କହିଲେ କି ମୁ ବହୁତ୍ ଦିନ ଧରି ଚୁପ୍ ରହିଲି ନିଜ କାର୍ଯ୍ୟ ବ୍ୟସ୍ତତା ଆଉ ମାନସିକ ଚିନ୍ତା ପାଇଁ ମୁ କ୍ୟାମେରା ଆଗକୁ ଆସିନଥିଲି କି ମିଡ଼ିଆ ରେ ବାଇଟ ଦେଉନଥିଲି

ତେବେ ଏବେ ମୁଁ ଦେଖୁଛି କିଛି ନିର୍ଦ୍ଧିଷ୍ଟ ଗଣ ମାଧ୍ୟମ ତାଙ୍କ ୱେବ୍ ଚ୍ୟାନେଲ୍ ର ପ୍ରଚାର ପାଇଁ ମୋର୍ ଚରିତ୍ର କୁ କଳଙ୍କିତ କରୁଛନ୍ତି ଯାହା ଫଳ ରେ ମୁଁ ଘରୁ ବାହାରି ପାରୁନି, ମୋର୍ ବ୍ୟକ୍ତିଗତ ଜୀବନ ରେ ମୁଁ ଯାହା ବି କରେ ଯାହା ବି ହୁଏ ସେମାନେ କଣ ପାଇ ହସ୍ତକ୍ଷେପ କରିବେ

https://youtu.be/YjDzDRghAac

ମୋର୍ ବାପା ମା ଙ୍କୁ ମୁ ଯାହା କରିଲି କି ଯାହା ବି ହେଇଛ ଏଥିରେ ମିଡ଼ିଆ ର ଭୂମିକା କଣ, ମୁ ଟୋକିଓ ରେ ଥିଲା ବେଳେ ଏମାନେ ମତେ ଏତେ ନିର୍ଯାତନା ଦେଲେ ଯେ ମୁ ସେଥିପାଇଁ ଖେଳ ରେ ଫୋକସ କରିପାରିଲିନି,ମୁ ସେମାନଙ୍କ ନାମ ରେ କେସ କରିଚି ଆଉ ଆଗକୁ ମତେ ନ୍ୟାୟ ନିଶ୍ଚୟ ମିଳିବ

Leave a Comment