ନଦୀ ପଠା ରେ ଏବେ ଭାସିବାରେ ଲାଗୁଛି ଏକ ଅଜଣା ମୃ-ତ-ଦେହ। ଯାହାକୁ ଦେଖି ଭୟଭୀତ ହୋଇ ପଡ଼ିଛନ୍ତି ଲୋକମାନେ। ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଖଟୁଣିଆ ଠାରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି। ସେଠାରେ ଏକ ଅଜଣା ମୃ-ତ-ଦେହ ପଡ଼ି ଥିବାର ଦେଖିବାକୁ ମିଳିଥିଲା। ସକାଳୁ ମାଛ ଧରିବା ପାଇଁ ଯାଇଥିବା ମାଛ ଧରାଳି ମାନେ ଏହି ମୃ-ତ-ଦେହ କୁ ଦେଖିଥିଲେ। ଏହାକୁ ଦେଖି ପୋଲିସ ଙ୍କୁ ଖବର ଦେଇଥିଲେ।ଏହାପରେ ସ୍ଥାନୀୟ ବାଲିଚନ୍ଦ୍ରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏହି ଘଟଣାର ତଦନ୍ତ ଆରମ୍ଭ କରି ଦେଇଛି। ଏହି ମୃ-ତ-ଦେହ ଏକ ମହିଳାଙ୍କ ବୋଲି ମଧ୍ଯ ଜଣା ପଡିଥିଲା।
ହେଲେ ଏବେ ମହିଳାଙ୍କ ମୃ-ତ-ଦେହ କେଉଁଠାରୁ ଆସିଲା ତାହାକୁ ନେଇ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରିବାରେ ଲାଗିଛି। ସେ ନିଜେ ହିଁ ଜୀବନ ହାରୀ ଦେଇଛନ୍ତି ନା କେହି ତାଙ୍କୁ ମାରିକି ସେଠାରେ ପକାଇ ଦେଇଛନ୍ତି ତାହା କେହି ଜାଣି ପାରୁ ନାହାଁନ୍ତି।ଏବେ ଏନେଇ ପୋଲିସ ତଦନ୍ତ କରିବାରେ ଲାଗି ପଡ଼ିଛି। ଏବେ ଏଭଳି ଘଟଣା ସାରା ରାଜ୍ୟରେ ଘଟିବାରେ ଲାଗିଛି। ଏଭଳି ସବୁ ଘଟଣା ସାରା ଓଡ଼ିଶାରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କାରଣ ଏଭଳି ଅଜଣା ଭାବରେ ମୃ-ତ-ଦେହ ମିଳିବା ଏକ ସାଧାରଣ ଘଟଣା ହୋଇ ସାରିଲାଣି।
ଅନେକ ଥର ପୋଲିସ ମଧ୍ୟ ଏହି ସବୁ ଘଟଣାର ଖୁବ ସନ୍ଧାନ କରିବାରେ ଲାଗିଛନ୍ତି। ଏହି ଘଟଣା ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି।ତେବେ ପୋଲିସ ର ଏହି ଘଟଣାର ତଦନ୍ତ ପରେ ହିଁ ଏହି ଘଟଣା ପଛରେ ଥିବା ସତ୍ୟାସତ୍ୟ କଣ ତାହା ଜଣା ପଡ଼ିବ। ଏହି ଘଟଣା ସମ୍ପର୍କରେ ଏବେ ସାରା ରାଜ୍ୟରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି ଆଉ ଲୋକମାନେ ମଧ୍ୟ ଏହାକୁ ନେଇ ଅନେକ କଥା କହିଛନ୍ତି। ଆଉ ସନ୍ଦେହ ମଧ୍ୟ କରିଛନ୍ତି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ଭୁଲି ଯିବେ ନାହିଁ।