ମାଆ ଝିଅ ଜିଅନ୍ତା ଜାଳିଦେଲେ..ବାପ ପୁଅ ଦେଖାଇଲେ ପାପ କର୍ମର ଡେମୋ

ଏବେ ଏଭଳି ଏକ ଘଟଣା ସମ୍ପର୍କରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣ ମାନେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ସମ୍ବଲପୁର ସଦର ଥାନା ଅନ୍ତର୍ଗତ ମାନେଶ୍ୱର ହାଟପଦା ରେ ହୋଇଥିବା ହ-ତ୍ୟା-କାଣ୍ଡ ର ଡେମୋ ଦେଖାଇ ଛନ୍ତି ବାପ ପୁଅ। ପୋଲିସ ଦୁଇ ଅଭିଯୁକ୍ତଙ୍କୁ ନେଇ କ୍ରାଇମ୍ ସିନ୍ ରିକ୍ରିଏଟ୍ କରିବା ପାଇଁ ଘଟଣା ସ୍ଥଳରେ ପହଞ୍ଚିଲା। କିଭଳି ଅଭିଯୁକ୍ତ ମାନେ ନିଜ ମାଆ ସ୍ନେହଲତା ଦୀକ୍ଷିତା ,ବଡ଼ ଭଉଣୀ ଙ୍କୁ ହ-ତ୍ୟା କରିଛନ୍ତି,ତାହାର ସେମାନେ ଦେଖାଇ ଥିଲେ ଡେମୋ। ପୂରା ଘଟଣା ସେମାନେ ଦେଖାଇ ଥିଲା ବୁଢ଼ୀ ମାଆ ଶ୍ୱାସ ରୁଦ୍ଧ କରି ମାରିଥିବା ବେଳେ ବଡ଼ ଭଉଣୀ ର ତଣ୍ଟି ଚିପି ହ-ତ୍ୟା କରିଥିଲା।

ଏହାପରେ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଆଉ ଏହାର ଡେମୋ ଅଭିଯୁକ୍ତ ମାନେ ଦେଖାଇ ଥିଲେ। ଏହା ଛଡା ସେମାନେ ବାକି ସବୁ ମଧ୍ୟ ସ୍ବୀକାର କରିଛନ୍ତି। ପରିବାର ଲୋକମାନେ ମଧ୍ୟ ଏହି ଘଟଣାର କ୍ରାଇମ୍ ବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି।ତେବେ ଏହି ଘଟଣା ସଂପର୍କରେ ଶୁଣି ସାରିବା ପରେ ଆପଣ ମାନେ ଜାଣି ପାରୁଥିବେ କି ବର୍ତ୍ତମାନ ସମୟରେ ଆମ ସମାଜରେ କିଭଳି ଘଟଣା ସବୁ ଘଟିବାରେ ଲାଗିଛି। ଯାହାକି ନିଶ୍ଚିତ ଭାବରେ ଖୁବ୍ ନିନ୍ଦନୀୟ ଅଟେ। ଏହି ଘଟଣାକୁ ନେଇ ଅନେକ ଖବର ଦିନକୁ ଦିନ ଅଧିକ ମାତ୍ରାରେ ଘଟିବାରେ ଲାଗିଛି।

ଯାହାକି ବାସ୍ତବରେ ଖୁବ୍ ନିନ୍ଦନୀୟ ମଧ୍ୟ ଅଟେ। ଏହି ଘଟଣା ଏବେ ଚାରିଆଡ଼େ ଖୁବ୍ ଚହଳ ସୃଷ୍ଟି କରିଛି।ପୋଲିସ ଏହି ଘଟଣାର ଉପଯୁକ୍ତ ତଦନ୍ତ କରିବା ପରେ ହିଁ ଘଟଣା ପଛରେ ଥିବା ପ୍ରକୃତ କାରଣ କଣ ଆଉ ଅଭିଯୁକ୍ତ ମାନେ କଣ ପାଇଁ ଏଭଳି ନିଷ୍ପତ୍ତି ନେଇଥିଲେ ତାହା ଖୁବ ଶୀଘ୍ର ଜଣା ପଡ଼ିବ। ତେବେ ଏହି ଘଟଣା ସମ୍ପର୍କରେ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ। ଆପଣ ଆପଣଙ୍କର ମତାମତ ନିଶ୍ଚିତ ଭାବରେ ଜଣାଇବେ।

Leave a Comment