ପ୍ରଥମ ଥର ଦେଖନ୍ତୁ ସିଦ୍ଧାନ୍ତ ଙ୍କ ବଡ଼ ଝିଅ ଙ୍କ ଜ୍ବାଇଁ ଙ୍କୁ…ଭିଡିଓ viral

ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟି ର ସୁପର ଷ୍ଟାର୍ ସିଦ୍ଧାନ୍ତ ମହାପାତ୍ର ଙ୍କୁ ଆପଣମାନେ ସମସ୍ତେ ନିଶ୍ଚୟ ଜାଣିଥିବେ।ଗତ କିଛି ଦିନ ତଳେ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ସୁପର ଷ୍ଟାର୍ ସିଦ୍ଧାନ୍ତ ମହାପାତ୍ର ଙ୍କ ବଡ଼ ଝିଅ ଙ୍କ ନିର୍ବନ୍ଧ ଶେଷ ହୋଇ ଯାଇଥିଲା।ଅଭିନେତା ସିଦ୍ଧାନ୍ତ ପାଖାପାଖି ତିରିଶି ବର୍ଷ ଧରି ଓଡ଼ିଆ ଫିଲ୍ମ୍ ରେ ଅଭିନୟ କରୁଛନ୍ତି।

ତାଙ୍କ ଅଭିନୟ ଦେଖିବା ପାଇଁ ସାରା ଓଡ଼ିଶାବାସୀ ବହୁତ ମାତ୍ରାରେ ପସନ୍ଦ ମଧ୍ୟ କରିଥାନ୍ତି।ସେ ପାଞ୍ଚ ସହ ରୁ ଅଧିକ ସୁପର ହିଟ୍ ଫିଲ୍ମ୍ ରେ ଅଭିନୟ କରି ସାରିଲେଣି।ଏବେ ମଧ୍ୟ ସେ ଅନେକ ଗୁଡ଼ିଏ ସିରିଏଲ୍ ଏବଂ ଫିଲ୍ମ୍ ରେ ଅଭିନୟ କରୁଛନ୍ତି।

ସେ ୨୦୦୦ ମସିହାରେ ଓଡ଼ିଆ ଫିଲ୍ମର ଚୁଲବୁଲି ଅଭିନେତ୍ରୀ ରଚନା ବାନାର୍ଜୀ ଙ୍କୁ ଭଲ ପାଉଥିଲେ।ଭଲ ପାଇବା ପରେ ୨୦୦୪ ମସିହାରେ ରେ ଦୁଇ ଜଣଙ୍କର ବାହାଘର ହୋଇଥିଲା।କିନ୍ତୁ ବାହାଘରର ୬ ମାସ ପରେ ଦୁହେଁ ଅଲଗା ହୋଇଯାଇଥିଲେ।

 

ଯାହା ଫଳରେ ରଚନା ବାନାର୍ଜୀ ସବୁ ଦିନ ପାଇଁ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି କୁ ଛାଡ଼ି ବଙ୍ଗାଳି ଫିଲ୍ମ୍ କରିବା ପାଇଁ ଚାଲି ଯାଇଥିଲେ।ସୂଚନା ଅନୁସାରେ ସିଦ୍ଧାନ୍ତ ମହାପାତ୍ର ଙ୍କ ଜ୍ବାଇଁ ଜଣେ ସାଉଥ୍ ଫିଲ୍ମର ଲୋକପ୍ରିୟ ଅଭିନେତା ଅଟନ୍ତି।ସେ ଅଭିନୟ କରନ୍ତି ଓ ଗୀତ ମଧ୍ୟ ଗାଆନ୍ତି।

Leave a Comment

Your email address will not be published. Required fields are marked *

Scroll to Top