ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ସମୟରେ କିଭଳି ଘଟଣା ମାନ ଘଟିବାରେ ଲାଗିଛି ଯାହାକି ଖୁବ ନିନ୍ଦନୀୟ ଅଟେ। ଆମେ ଏବେ ଆପଣଙ୍କୁ ଏଭଳି ଏକ ଦୃଶ୍ୟ ଦେଖାଇବାକୁ ଯାଉଛୁ ଯାହାକୁ ଦେଖିବା ପରେ ଆପଣମାନେ ବିଶ୍ବାସ ମଧ୍ୟ କରି ପାରିବେ ନାହିଁ। ଆଉ ବର୍ତ୍ତମାନ ଆମ ସମାଜରେ ଏଭଳି ହିଁ କିଛି ଘଟଣା ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି। ଧୀରେ ଏବେ ଲୋକମାନେ ଏଭଳି ମାର୍ଗ କୁ ଯିବାକୁ ଲାଗିଲେଣି ଯାହାକୁ କି ଆପଣ ମାନେ କଳ୍ପନା କରି ପାରିବେ ନାହିଁ।ଏହା ବର୍ତ୍ତମାନ ସମୟରେ ଖୁବ ଚର୍ଚ୍ଚା ର ବିଷୟ ପାଲଟିଛି। ରାଜଧାନୀ ଭୁବନେଶ୍ବର ରୁ ଦିନକୁ ଦିନ ଅନେକ ମାମଲା ସବୁ ସାମ୍ନା କୁ ଆସିବାରେ ଲାଗିଛି। ଯାହାକି ନିଆରା ଅଟେ।
ତେବେ ଆପଣ ମାନେ ଜାଣିଥିବେ କି ଯେଉଁ ଲୋକମାନେ ସବୁ ଭଡା ଘରେ ରହିଥାନ୍ତି ସେମାନେ ପ୍ରତି ମାସ ମାଲିକ ଙ୍କୁ ପଇସା ଦେଇଥାନ୍ତି। ହେଲେ ଏବେ ରାଜଧାନୀରେ ଅମାନିଆ ଭଡାଟିଆ ଙ୍କୁ ଦେଖିବାକୁ ମିଳିଛି ଯାହାକୁ ନେଇ ଖୁବ ଚର୍ଚ୍ଚା ମଧ୍ୟ ହେଉଛି।ରାଜଧାନୀରେ ଏବେ ଭଡ଼ାଟିଆ ଙ୍କ ଦାଦାଗିରି ଦେଖିବାକୁ ମିଳିଛି ଆଉ ସେମାନେ ମଧ୍ୟ ଭିତରୁ ତାଲା ପକାଇ ରହିଥିବା ବେଳେ ତାଙ୍କୁ ଯେତେ ଡାକିଲେ ମଧ୍ୟ ସେମାନେ ଭିତରପଟୁ ଆଦୌ ହେଲେ ମଧ୍ୟ କବାଟ ଖୋଲୁ ନାହାଁନ୍ତି। ପୋଲିସ ମଧ୍ୟ ଆସି ସାରିଛି ହେଲେ ଭଡ଼ାଟିଆ ମାନେ ଭିତର ପଟୁ ତାଲା ପକାଇ ଘର ଭିତରେ ରହିଛନ୍ତି।
ଆଉ ଏହାପରେ ପୋଲିସ ବାଧ୍ୟ ହୋଇ ସେହି ତାଲା କୁ ଭାଙ୍ଗି ଘର ଭିତରେ ପଶିଥିଲା।ଏହାପରେ ଘରର ମାଲିକ ଓ ଭଡ଼ାଟିଆ ମାନଙ୍କ ମଧ୍ୟରେ ଖୁବ୍ ଜୋରେ ମାରପିଟ ମଧ୍ୟ ହୋଇଥିଲା ଏହାପରେ ମହିଳା ଜଣେ ଏହା ଅଭିଯୋଗ କରିଥିଲେ କି ଯେତେବେଳେ ସେ ଆସିଥିଲେ ସେ ଭଡାଟିଆ ଙ୍କ ନିକଟକୁ ସେତେବେଳେ ତାଙ୍କୁ ସେମାନେ ମାରିଥିଲେ ବୋଲି। ଏଭଳି କିଛି ଭଡ଼ାଟିଆ ଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣିଥିଲେ। ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।