ଗୋଟିଏ ଦୃତଗାମୀ ବସ୍ ଏକ ସ୍କୁଟି କୁ ମୁହାଁ ମୁହିଁ ଧକ୍କା ଦେଇଥିଲା। ସ୍କୁଟି ଚାଳକ ଙ୍କ ଏହି ଘଟଣାରେ ହିଁ ମୃ-ତ୍ୟୁ ହୋଇଛି। ଆଉ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଝିଅ ଜ୍ବାଇଁ। ଏହି ଘଟଣାରେ ଉତ୍ୟକ୍ତ ଥିବା ଲୋକମାନେ କ୍ଷତିପୂରଣ ଦାବୀ କରି ରାସ୍ତା ରୋକ କରିଥିଲେ। ଏଭଳି ଏକ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା, କାମାକ୍ଷାନଗର ଥାନା ଏକ ନମ୍ୱର୍ ଜାତୀୟ ରାଜପଥ ର ମୁକ୍ତାପୋଷି ମେଡିକାଲ ଛକ ନିକଟରେ।ମୃତ ମହିଳା ଜଣକ ପର୍ଜକ୍ ଥାନା କଙ୍କିଲି ଗ୍ରାମର ରଞ୍ଜୁଲତା ବିଶ୍ଵାଳ ହୋଇଥିବା ବେଳେ ସେ ନିଜର ଜ୍ବାଇଁ ଓ ଝିଅ ସହ ନିଜ ଗ୍ରାମକୁ ଫେରୁଥିଲେ। ଏହାପରେ ବିପରୀତ ପାର୍ଶ୍ବରୁ ଏକ ଦୃତ ଗତିରେ ଆସୁଥିବା କାର ତାଙ୍କୁ ଧକ୍କା ଦେଇଥିଲା।
ଫଳରେ ଘଟଣା ସ୍ଥଳରେ ହିଁ ରଞ୍ଜୁଲତା ଙ୍କ ମୃ-ତ୍ୟୁ ହୋଇଥିଲା। ଏହାପରେ ଦୁର୍ଘଟଣା ଘଟାଇ ଥିବା ଗାଡ଼ି ଡ଼୍ରାଇଭର ଘଟଣା ସ୍ଥଳରୁ ହିଁ ଗାଡ଼ି ଛାଡି କେଉଁ ଆଡେ ଫେରାର ହୋଇ ଯାଇଥିଲା।ଯାହା ପରେ କ୍ଷତିପୂରଣ ଦାବୀ କରି ଜାତୀୟ ରାଜପଥ ଉପରେ ଶବ ରଖି ସ୍ଥାନୀୟ ଲୋକମାନେ ଆନ୍ଦୋଳନ କରିଥିଲେ। ଏହାପରେ ଦୁର୍ଘଟଣା ସ୍ଥଳରେ ହିଁ ଉତ୍ତେଜନା ଦେଖାଯିବା ପରେ କାମାକ୍ଷାନଗର ପୋଲିସ ପହଞ୍ଚି ଘଟଣା ସ୍ଥଳରେ ପହଞ୍ଚି ଲୋକ ମାନଙ୍କୁ ବୁଝା ସୂଝା କରିବା ଆରମ୍ଭ କରି ଦେଇଥିଲା।
ଏହି ଦୁର୍ଘଟଣା ପରେ ଏବେ ଲୋକମାନେ ମଧ୍ୟ ଖୁବ ଦୁଃଖିତ ହୋଇ ଯାଇଛନ୍ତି। ଆଉ ଏବେ ଏହାକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି।ସୋସିଆଲ ମିଡ଼ିଆ ରେ ଏହି ଘଟଣା ଖୁବ୍ ଭାଇରାଲ ହେବାରେ ଲାଗିଛି। ପରିବାର ଲୋକମାନେ ମଧ୍ୟ ସଂପୂର୍ଣ୍ଣ ଭାବରେ ଦୁଃଖରେ ଭାଙ୍ଗି ପଡ଼ି ଛନ୍ତି। ଏବେ ଏହି ଘଟଣା ସମ୍ପର୍କରେ ଆପଣଙ୍କୁ କଣ ଲାଗୁଛି ଆପଣଙ୍କ ଏହି ଘଟଣା ସମ୍ପର୍କରେ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ। ତାହା ଆପଣ ଆମକୁ ନିଶ୍ଚିତ ଭାବରେ ଜଣାଇବେ।