ଯେତେବେଳେ ଝିଅଟି ନାବାଳକ ସହ କରୁଥିଲେ ଖରାପ କାମ ସେତେବେଳେ ଧରିଦେଲେ ଲୋକେ ଦେଖନ୍ତୁ Viral Video

ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ କିଛି ନା କିଛି ଭାଇରାଲ ହୋଇଥାଏ ସେ ମଧ୍ୟରୁ କେତେକ ସତ ଘଟଣା ହୋଇଥାଏ ଆଉ କେତେକ ମିଛ ଘଟଣା ହୋଇଥାଏ । ସମସ୍ତଙ୍କ ପାଖରେ ଆଜିକାଲି ସ୍ମାର୍ଟ୍ ଫୋନ୍ ଥିବାରୁ ଆଉ ଆଜି କାଲି କୌଣସି ଜିନିଷ ଲୁଚା ଛପା ରେ ହୋଇପାରୁ ନାହିଁ ।

ଆଜି ର ଭିଡ଼ିଓରେ ଏମିତି ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଲଜ୍ୟା ଅନୁଭବ କରିବେ । ଜଣେ ୨୬ ବର୍ଷ ର ଝିଅ ଜଣେ ନା ବାଳକ ଙ୍କୁ ଆଣି ତାଙ୍କ ସହ ଖରାପ କାମ କରୁଥିବା ବେଳେ ଧରା ପଡିଛନ୍ତି ।

ଏକ ପାର୍କ ରେ ଦୁହେଁ ଧରା ପଡ଼ିଥିଲେ । ପାର୍କ ଲୋକ ଗହଳି ହୋଇଥିବାରୁ ପ୍ରଥମେ କୌଣସି ଲୋକେ ଏଥି ପ୍ରତି ଧ୍ୟାନ ଦେଇନଥିଲେ କିନ୍ତୁ ଏହା ପରେ ଧିରେ ଧିରେ ସେମାନେ ଯେମିତି ଅଜଣା ଯାଗାକୁ ଯିବାକୁ ଲାଗିଲେ ସେତେବେଳେ ଜଣେ ସ୍ଥାନୀୟ ଯୁବକ ତାଙ୍କ୍ ପଛ ପଛେ ଯାଇଥିଲେ ।

ଏବଂ ଦୁହିଁଙ୍କୁ ପୁରା ଘଟଣା ସ୍ଥଳ ରେ ଧରା ପକାଇଥିଲେ । ତେବେ ଯୁବକ ଜଣଙ୍କ ଏହି ଦୃଶ୍ୟ ଟି ଭିଡିଓ ମାଧ୍ୟମରେ ରେକର୍ଡ କରିବା ପରେ ଏହା ସମସ୍ତଙ୍କ ପାଖକୁ ଯାଇଥିଲା । ଏହି ଭିଡିଓ ଦେଖିବା ପରେ ସମସ୍ତେ ଖୁବ୍ ଲଜ୍ୟା ଅନୁଭବ କରିଛନ୍ତି ବୋଲି କମେଣ୍ଟ ମାଧ୍ୟମରେ ଜଣା ଯାଇଛି । ଦେଖନ୍ତୁ ଏହି ଭିଡିଓ –

 

Leave a Comment

Your email address will not be published. Required fields are marked *

Scroll to Top