ଗୁଆଘିଅ ଗୀତରେ ମଦ ପିଇ ନାଚିଲେ ହଷ୍ଟେଲ ଝିଅ ଦେଖନ୍ତୁ ଭାଇରାଲ ଭିଡିଓ

ଗୁଆ ଘିଅ ଗୀତ ବର୍ତ୍ତମାନ୍ ମାର୍କେଟ ଘାଣ୍ଟିବାରେ ଲାଗିଛି । ଗୁଆ ଘିଅ ଗୀତ ଅନୁଗୁଲିଆ ବଣ୍ଟି ଙ୍କ ଦ୍ଵାରା ପ୍ରସ୍ତୁତ ହୋଇଛି । ଏହି ଗୀତ ବର୍ତ୍ତମାନ୍ ସାରା ଓଡ଼ିଶାରେ ଧୁମ୍ ମଚେଇ ଥିବା ବେଳେ ଯାହାକୁ ଦେଖ ସମସ୍ତେ ଏହି ଗୀତରେ ରିଲ କରୁଛନ୍ତି ।

ଏହାକୁ ଖୁବ୍ ପସନ୍ଦ କରିବା ସହ ପ୍ରମୋଟ ମଧ୍ୟ କରାଯାଉଛି । ଅନେକ ଅଲିଉଡ ଅଭିନେତା ଅଭିନେତ୍ରୀ ମଧ୍ୟ ଏହି ଗୀତରେ ରୀଲ କରୁଛନ୍ତି । ସୋସିଆଲ ନେଟୱର୍କ ଯାହା ବି ଖୋଲିଲେ ଗୁଆ ଝିଅ ଗୀତ ଦେଖିବାକୁ ମିଳୁଛି

ତେବେ ଗୁଆ ଘିଅ ଗୀତରେ ଅନେକ ଭିଡିଓ ଭାଇରାଲ ହେବା ସହ ବର୍ତ୍ତମାନ୍ ପାଖରେ ଆସି ପହଞ୍ଚିଛି ହଷ୍ଟେଲ ଝିଅ ମାନଙ୍କ ଗୀତ। ଗୀତରେ ଝିଅମାନେ ନିଜ ରୁମ୍ ରେ ଗୁଆ ଘିଅ ଗୀତ ଲଗାଇ ଧୁମ୍ ନାଚି ବାର ଦେଖା ଯାଇଛି ।

ଆଲୋଚନା ହେଉଛି ଯେ ଝିଅ ମାନେ ମ-ଦ୍ୟପାନ କରି ଏମିତି ନଚୁଛନ୍ତି । ତେବେ ଦେଖନ୍ତୁ ଏହି ଭିଡିଓ ଟି ଏବଂ ଏହି ଭିଡିଓ ସମ୍ପର୍କରେ ଆପଣଙ୍କ ମତାମତ କଣ ନିଶ୍ଚିନ୍ତ ଜଣାନ୍ତୁ ।

https://youtu.be/waoPLAUDY7c

Leave a Comment

Your email address will not be published. Required fields are marked *

Scroll to Top