ସାମ୍ନା କୁ ଆସିଗଲା ଏବେ ସମ୍ପୂର୍ଣ୍ଣ ଭିଡିଓ। ଥାନା ଭିତରେ ଗିରଫ କରି ଆଣିଥିବା ଯୁବତୀ ସହିତ ସମ୍ପର୍କ ରଖିବାକୁ ବାଧ୍ୟ କରୁଛନ୍ତି ପୋଲିସ ବାବୁ। ଯୁବତୀ ଜଣକ ଜଣକ ନାଇଁ ନାଇଁ କରୁଛି। ହେଲେ ପୋଲିସ ବାବୁ ଆସାମୀ ଯୁବତୀ ସହ ସଂପର୍କ ରଖିବା ପାଇଁ ବାଧ୍ୟ କରୁଛି। ପରେ ଯୁବତୀ ଜଣକ ନିଜ ମୋବାଇଲ ରେ ସବୁ ରେକର୍ଡ କରିଦେଲା। ଆଉ ସେ ଭିଡିଓ କୁ ସୋସିଆଲ ମିଡିଆରେ ଭାଇରାଲ କରିଦେଲା।ଏହି ଭିଡିଓ ରେ ଦେଖିବାକୁ ମିଳିଛି କି ପୋଲିସ ବାବୁ ଜଣକ ଝିଅ ସହ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଛି। ଯୁବତୀ ଜଣକ ମତେ ଛାଡ଼ି ଦିଅନ୍ତୁ ମୋର କିଛି ଭୁଲ୍ ନାହିଁ ବୋଲି କହି ପୋଲିସ ବାବୁଙ୍କ ଗୋଡ଼ ଧରି ନେହୁରା ହେବାରେ ଲାଗିଛି।
ଆଉ ପୋଲିସ ବାବୁ ଥାନା ଭିତରେ ଆସାମୀ ଯୁବତୀ ସହ ସମ୍ପର୍କ ରଖିଲେ ତାଙ୍କୁ ନିର୍ଦ୍ଦୋଷରେ ଛାଡ଼ି ଦେବେ ବୋଲି ମଧ୍ୟ କହୁଛନ୍ତି। ଶେଷରେ ଯୁବତୀ ଜଣକ ନିଜ ମୋବାଇଲ ରେ ମଧ୍ୟ ଭିଡିଓ କରୁଥିଲା।ଆଉ ପୋଲିସ ବାବୁ ଯୁବତୀ ସହ ଯାହା କିଛି କରୁଥିଲେ ତାହା ସବୁକିଛି ମଧ୍ୟ ରେକର୍ଡ କରୁଥିଲା। ଶେଷରେ ଏହି ଭିଡିଓ କୁ ଯୁବତୀ ନିଜେ ହିଁ ସୋସିଆଲ ମିଡ଼ିଆ ରେ ଭାଇରାଲ୍ କରି ଦେଇଥିଲା।
ଅଧ ରାତିରେ ଥାନା ଭିତରେ ଜଣେ ବଢ଼ିଲା ଝିଅ ଅର୍ଥାତ ଜଣେ ଆସାମୀ ଯୁବତୀ ହିଁ ଚେୟାର ଉପରେ ବସିଥିଲା। ହେଲେ ସେତିକି ବେଳେ ହିଁ ପୋଲିସ ବାବୁଙ୍କ ମନ ବଦଳି ଯାଇଥିଲା। ଆଉ ପୋଲିସ ବାବୁ ଯୁବତୀଙ୍କୁ ଧରି ଖରାପ୍ ଇଙ୍ଗିତ କରି,ଯୁବତୀ ସହ ଥାନା ଭିତରେ ହିଁ ସମ୍ପର୍କ ରଖିବା ପାଇଁ ଉଦ୍ୟମ କରୁଥିଲେ। ଆଉ ପୋଲିସ ବାବୁଙ୍କ ସହ ସମ୍ପର୍କ ରଖିଲେ ପୋଲିସ ବାବୁ ତାଙ୍କୁ ଛାଡି ଦେବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଯୁବତୀ ଜଣକ ଏଠାରେ ଚାଲାକି କରି ଦେଇଥିଲା। ଆଉ ପୋଲିସ ବାବୁଙ୍କ ହରକତ କୁ ନିଜ ମୋବାଇଲ ରେ ରେକଡିଂ ମଧ୍ୟ କରି ଦେଇଥିଲା। ଯାହା ଫଳରେ କି ଏବେ ସବୁକିଛି ସତ ସମସ୍ତଙ୍କ ସାମ୍ନା କୁ ଆସି ଯାଇଛି।