ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ… ନିଜକୁ ହିନ୍ଦୁ କହି ୨ବର୍ଷ ପ୍ରେମକଲା ସମୀର…!

ନିଜକୁ ହିନ୍ଦୁ ବୋଲି କହି ଦୁଇ ବର୍ଷ ପ୍ରେମ କରିଥିଲା ସମୀର। ଯାହାକୁ ନେଇ ଏବେ ଜଣେ ମହିଳା ଅଭିଯୋଗ ଆଣିଛନ୍ତି। ସେ କହିଥିଲେ କି ଏହି ଯୁବକ ଜଣକ ପ୍ରଥମେ ତାଙ୍କର ନାମ ସମୀର ବୋଲି ତାଙ୍କୁ କହିଥିଲେ ଯେଉଁଥିରୁ ସେ ଜାଣି ପାରିଥିଲେ କି ସେ ହିନ୍ଦୁ ବୋଲି। ପ୍ରେମ କରିବାର ଛଅ ରୁ ସାତ ମାସ ପରେ ସେ ଏହା ଜାଣିବାକୁ ପାଇଥିଲେ କି ଯୁବକ ଜଣକ ହିନ୍ଦୁ ନୁହଁନ୍ତି ବରଂ ସେ ହେଉଛନ୍ତି ମୁସଲିମ ବୋଲି।ଏହି ଯୁବକ ଜଣକ ପ୍ରକୃତ ଘର ମଧ୍ୟ ହେଉଛି ବିହାର ରେ। ହେଲେ ସେ କାଶ୍ମୀର ରେ ଚାକିରୀ କରିଥିଲେ। ଏବେ ସେ ଯୁବତୀ ଜଣକୁ ଖୁବ ହଇରାଣ ହରକତ କରିବା ସହ ତାଙ୍କୁ ଅନେକ ବ୍ଲାକ ମେଲ ମଧ୍ୟ କରୁଛନ୍ତି।

ଏଭଳି କି ତାଙ୍କୁ ଖୁବ୍ ନିର୍ଯାତନା ମଧ୍ୟ ଦେଉଛନ୍ତି। ଯୁବତୀଙ୍କ ଘର ଲୋକ ମାନଙ୍କୁ ମଧ୍ୟ ଅନେକ କଥା କହୁଛି ଆଉ ନାହିଁ ନଥିବା ନିର୍ଯାତନା ଦେଉଛି ଏହି ସମୀର ନାମକ ଯୁବକ। ଏବେ ଯୁବତୀ ଜଣକ ଚାହୁଁଛନ୍ତି କି ତାଙ୍କୁ ନ୍ୟାୟ ମିଳୁ ବୋଲି।ଏଭଳି କି ଯୁବତୀ ଜଣକୁ ବାରମ୍ବାର ସେ ଧର୍ମ ପରିବର୍ତ୍ତନ କରିବା ପାଇଁ ମଧ୍ୟ କହୁଥିଲେ। ଆଉ ଯେତେବେଳେ ଯୁବତୀ ଜଣକ ରାଜି ହୋଇ ନଥିଲେ ସେତେବେଳେ ତାଙ୍କୁ ନାହିଁ ନଥିବା ନିର୍ଯାତନା ଦେଉଥିଲେ। ଦୁଇ ବର୍ଷ ହେବ ସେ ସମୀର ଙ୍କ ସହ ରିଲେସନ ସିପ୍ ରେ ରହି ଆସୁଥିଲେ।

ଏନେଇ ଯୁବତୀ ଜଣକ ମଧ୍ୟ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଆଉ ଆଶା କରୁଛନ୍ତି କି ତାଙ୍କୁ ଓ ତାଙ୍କର ପରିବାର କୁ ଖୁବ ଶୀଘ୍ର ନ୍ୟାୟ ମିଳିବ ବୋଲି।ଏବେ ଏହି ନିଜ ଧର୍ମ କୁ ଲୁଚାଇ ପ୍ରେମ କରିବା ଘଟଣା ସାରା ରାଜ୍ୟରେ ଖୁବ ଚର୍ଚ୍ଚା ର ବିଷୟ ପାଲଟିଛି। ଯାହାକୁ ନେଇ ଲୋକମାନେ ମଧ୍ଯ ଅନେକ ପ୍ରକାରର ଆଲୋଚନା କରିଛନ୍ତି। ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ଯେ ଯୁବକ ଜଣକ ଯାହା କରିଛନ୍ତି କଣ ଠିକ କରିଛନ୍ତି? ଆପଣଙ୍କ ପ୍ରତିକ୍ରିୟା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଯେମିତି ଭୁଲି ଯିବେ ନାହିଁ।

Leave a Comment