ଓଲିଉଡ ସଙ୍ଗୀତ ନିର୍ଦ୍ଦେଶକ ଗୁଡଲି ରଥ ଙ୍କୁ ହେଲା ହୃଦଘାତ, ମେଡ଼ିକାଲ ରେ ଭର୍ତି

ଆଜି ଭୋର୍ ରୁ ସଙ୍ଗୀତ ନିର୍ଦ୍ଦେଶକ ଗୁଡଲି ରଥ ନିଜ ବାସଭବନ ରେ ଥିଲା ବେଳେ ହଠାତ୍ ଛାତି ରେ ତୀବ୍ର ଯନ୍ତ୍ରଣା ଅନୁଭବ କରିଥିଲେ, ଆଉ ସଙ୍ଗେ ସଙ୍ଗେ ତାଙ୍କୁ ନିକଟସ୍ଥ ଘରୋଇ ମେଡ଼ିକାଲ ରେ ପରିବାର ବର୍ଗ ଭର୍ତି କରିଥିଲେ

ଗୁଡଲି ଙ୍କ ଚିକିତ୍ସା ଏକ ସ୍ଵତନ୍ତ୍ର ରୁମ୍ ରେ କରା ଯାଉଚି, ତାଙ୍କ ଅବସ୍ଥା ସ୍ତିର ଥିବା କୁହା ଯାଉଛ, ଓଲିଉଡ ର ସମସ୍ତ ଆଗଧାଡ଼ି ର କଳାକାର ମାନେ ତାଙ୍କ ଆସୁ ଆରୋଗ୍ୟ ପାଇଁ ଭଗବାନ ଙ୍କୁ ଡାକିଛନ୍ତି

ଗୁଡଲି ଙ୍କୁ ଏବେ ୪୮ ବର୍ଷ ବୟସ, ତେବେ ଓଡ଼ିଶା ରେ ତାଙ୍କ ହିଟ ଗୀତ ପାଇଁ ସେ ବହୁତ୍ ଲୋକ ପ୍ରିୟ ହୋଇପାରିଛନ୍ତି,ଭଗବାନ୍ ତାଙ୍କୁ ଦୀର୍ଘାୟୁ କରନ୍ତୁ

 

Leave a Comment

Your email address will not be published. Required fields are marked *

Scroll to Top