ସାମ୍ନାକୁ ଆସିଛି ଗଳିତ ଶ-ବ ପଛର କାହାଣୀ।ଭଲ ପାଇ ବାହା ହେବାରେ ବିଫଳ ହେବାରୁ ପ୍ରେମିକ ହ-ତ୍ୟା କରିଥିଲେ।ଏହି ବାହାଘର ଟି ଯୌତୁକ ପାଇଁ ଭାଙ୍ଗି ଯାଇଥିଲା।
ସେ ଯୌତୁକ ରେ ତିରିଶି ଲକ୍ଷ ଟଙ୍କା ମାଗିଥିଲେ।ଯବାନ ପ୍ରେମିକ ରାଗରେ ବଶବର୍ତ୍ତୀ ହୋଇ ପ୍ରେମିକା କୁ ହ-ତ୍ୟା କରିଥିଲେ
ପ୍ରେମ ବାହାଘର ପାଇଁ ଝିଅ ଓ ପୁଅ ଘରର ଲୋକମାନେ ସମସ୍ତେ ରାଜିଥିଲେ।କିନ୍ତୁ ଯବାନ ପୁଅ ର ମା ଯୌତୁକରେ ଦାବି କରିଥିଲେ ତିରିଶି ଲକ୍ଷ ଟଙ୍କା।
ଯେଉଁ ଅଜଣା ଗଳିତ ଶ-ବକୁ ସାତ ଦିନ ତଳେ ଉଦ୍ଧାର କରିଥିଲେ ବଲାଙ୍ଗୀର ପୋଲିସ।ସେହି ଶବର କାହାଣୀ ଆଜି ସାମ୍ନାକୁ ଆସିଛି।
ଡିସେମ୍ବର ୯ ତାରିଖ ଦିନ ବଲାଙ୍ଗୀର ଜିଲ୍ଲାର ସୁଣ୍ଢି ମୁଣ୍ଡା ଗାଁ ରୁ ଜଣେ ଯୁବତୀଙ୍କ ଗଳୀତ ଶ-ବ ପାଇଥିଲେ।ତଦନ୍ତ କରି ସାରିଲା ପରେ ଜଣା ପଡିଛି ମୃ-ତ ଯୁବତୀ ଜଣଙ୍କ କଳାହାଣ୍ଡି ଜିଲ୍ଲା ଭବାନିପାଟଣା ସହରର ଦୁର୍ଗା ସାହୁଙ୍କ ଝିଅ ସୁର୍ଯ୍ୟକାନ୍ତୀ ବୋଲି ଜଣାପଡିଛି।