ଆପଣ ମାନେ ବର୍ତ୍ତମାନ ସମୟରେ ଭାଇରାଲ୍ ହେଉଥିବା ଯୁବତୀଙ୍କ ସମ୍ପର୍କରେ ଅନେକ କଥା ଶୁଣି ସାରିଥିବେ। ଏବେ ତାଙ୍କର ଖୁବ୍ ଅଶ୍ଳୀଳ ଭିଡିଓ ସାରା ଇଣ୍ଟରନେଟ ରେ ଚହଳ ସୃଷ୍ଟି କରିଛି। ଏହାକୁ ନେଇ ମଧ୍ୟ ଲୋକମାନେ ଭିନ୍ନ ଭିନ୍ନ ମତାମତ ଦେଉଛନ୍ତି। ତେବେ ଜଣେ ମହିଳା ମଧ୍ୟ ଏହାକୁ ନେଇ କହିଛନ୍ତି କି ଏଭଳି ଯୁବତୀ ମାନଙ୍କ ଭିଡିଓ ଭାଇରାଲ୍ ନକରି ତାଙ୍କୁ ଲଣ୍ଡା କରି ବେକରେ ଚପଲ ମାଳ ପକାଇ ବାହାର ରାଜ୍ୟକୁ ପଠାଇ ଦେବା ଉଚିତ।ଏହା ସାରା ଓଡ଼ିଶାବାସୀ ଙ୍କ ପାଇଁ ଖୁବ୍ ଲଜ୍ୟା ଜନକ ଘଟଣା ବୋଲି ସେ କହିଥିଲେ। ଗୋଟେ ହାତରେ କେବେ ହେଲେ ମଧ୍ୟ ତାଳି ବାଜେ ନାହିଁ। ଦୁଇ ହାତ ହେଲେ ହିଁ ତାଳି ବାଜେ।
ସେଥିପାଇଁ ସେ ପ୍ରଶ୍ନ କରିଥିଲେ କି ସେ ଝିଅଟି କଣ ପାଇଁ ସେ ପୁଅ ସହ ରହୁଥିଲେ। ମହିଳା ଜଣକ କହିଥିଲେ କି ଯଦି ଏସବୁ କରୁଛ ତେବେ ଏହାକୁ ଭାଇରାଲ୍ କରୁଛ କଣ ପାଇଁ। ଆଉ ଯଦି ଭାଇରାଲ୍ କରୁଛ ତେବେ ଏଭଳି କାମ ସବୁ କାହିଁକି କରୁଛ।ସେଥିପାଇଁ ସେ ତାଙ୍କୁ ବାହାର ରାଜ୍ୟ କୁ ପଳେଇ ଯିବା ପାଇଁ କହିଥିଲେ। ଆଉ ଓଡ଼ିଶାକୁ ମଧ୍ୟ ବଦନାମ ନ କରିବା ପାଇଁ ବାରମ୍ବାର ତାଙ୍କୁ କହିଥିଲେ। କାରଣ ଓଡ଼ିଶା ହେଉଛି ସଂସ୍କାର ଓ ସଂସ୍କୃତି ର ରାଜ୍ୟ ଅଟେ।
ସଂସ୍କାର ଓ ସଂସ୍କୃତି ର ରାଜ୍ୟରେ ସଂସ୍କୃତି ବିହୀନ ନାରୀ ମାନେ ଏଠାରେ ରହିବା ଅନାବଶ୍ୟକ ବୋଲି ମଧ୍ୟ ସେ କହିଥିଲେ। କାରଣ ଗୋଟେ ଯୁବତୀ ବିବାହ ପୁର୍ବରୁ କାହିଁକି କାହା ସହ ରହୁଛି ଆଉ ତାର ଅନ୍ତରଙ୍ଗ ମୁହୂର୍ତ୍ତ,ସେ କଣ ପାଇଁ ଆଉ କାହା ସହ କଟଉଛି। ସେଥିପାଇଁ ସେ ଯୁବତୀଙ୍କୁ ଲଣ୍ଡା କରି ତାଙ୍କ ବେକରେ ଜୋତା ମାଳ ପକାଇ ଅନ୍ୟ ରାଜ୍ୟକୁ ପଠାଇ ଦେବା କଥା କହିଥିଲେ। ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଲୋକମାନେ ମଧ୍ଯ ମହିଳାଙ୍କ କଥାକୁ ସଂପୂର୍ଣ୍ଣ ଭାବରେ ସମର୍ଥନ କରିଛନ୍ତି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଯେମିତି ଭୁଲି ଯିବେ ନାହିଁ।