ଗୋଟେ ଝିଅକୁ ମାଡ଼ି ବସି ଏତଜଣ କରି ଚାଲିଥିଲେ ଦୁ-ଷ୍କ-ର୍ମ। ଏମିତି କରନି ଘରକୁ ଯିବ ବୋଲି ଝିଅଟି ଖୁବ୍ ଜୋରେ ଚିତ୍କାର କରିବାରେ ଲାଗିଥିଲା। ହେଲେ ଏହି ଦେହ ଲୋଭୀ ରାକ୍ଷସ ମାନେ ଯୁବତୀଙ୍କୁ ଝୁଣି ଖାଇ ଚାଲିଥିଲେ। ଯାହାର ଭିଡିଓ ଆଜି ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ସେଦିନ କିଛି ଏଭଳି କାଣ୍ଡ ଘଟିଥିଲା ଯାହାକୁ କି ଆପଣ ମାନେ ମଧ୍ୟ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ।ଏସବୁ ଘଟଣାକୁ ଆଜି ପୋଲିସ ଆଗରେ ସବୁ ସ୍ବୀକାର କରିଛନ୍ତି ଦୃର୍ବୁତ୍ତ ମାନେ। ମୁହଁରେ କପଡ଼ା ଗୁଡ଼ାଇ ଧାଡ଼ି ଧାଡ଼ି ହୋଇ ଛିଡା ହୋଇଛନ୍ତି ଆଉ ସବୁ କିଛି କଥା ମଧ୍ୟ କହୁଛନ୍ତି।
ଗୋଟେ ନିରୀହ ଝିଅକୁ ସେମାନେ ଏକା ଦେଖି କେମିତି ଟେକି ନେଇ ଚାଲି ଯାଇଥିଲେ। ଆଉ ସେଠାରେ ତାଙ୍କୁ ଜୋର୍ ଜବରଦସ୍ତ ମାଡ଼ି ବସି ଦୁ-ଷ୍କ-ର୍ମ କରିଥିଲେ। ନାବାଳିକା ଜଣକ ନିଜକୁ ଛାଡ଼ିଦେବା ପାଇଁ ଅନେକ ନେହୁରା ହୋଇଥିଲେ ମଧ୍ୟ,ତାଙ୍କ କଥା ଏହି ଦୃର୍ବୁତ୍ତ ମାନେ କିଛି ଶୁଣି ନଥିଲେ। ଯାହାର ପରଦା ଫାର୍ସ କରିଛି ପୋଲିସ। ନାବାଳିକା ଗଣ ଦୁ-ଷ୍କ-ର୍ମ ମାମଲାରେ ଏବେ ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ସୁଚନା ମୁତାବକ ଯାତ୍ରା ଦେଖି ଘରକୁ ଫେରୁଥିବା ସମୟରେ ରାସ୍ତାରୁ ଟେକି ନେଇ ନାବାଳିକା ଙ୍କୁ ଗଣ ଦୁ-ଷ୍କ-ର୍ମ କରାଯାଇ ଥିବାର ଅଭିଯୋଗ ହୋଇଥିଲା।
ଆଉ ତାଙ୍କର ସମ୍ପର୍କୀୟ ଭାଇଙ୍କ ଉପରକୁ ମଧ୍ୟ ଆକ୍ରମଣ କରାଯାଇ ଥିଲା।ଏହି ଚାରି ଅଭିଯୁକ୍ତଙ୍କ ଗିରଫ ନେଇ ସୁଚନା ଦେଇଛନ୍ତି କୁଚିଣ୍ଡା ଏସଡିପିଓ ଅମିତାଭ ପଣ୍ଡା। ସମ୍ବଲପୁର ଜିଲ୍ଲାର ଏଭଳି ଏକ ଅଭାବନୀୟ ଘଟଣା ଘଟି ଯାଇଛି ଯାହାକି ଏବେ ସାରା ଓଡ଼ିଶାରେ ଚର୍ଚ୍ଚା ର ବିଷୟ ପାଲଟିଛି। ଏଭଳି ଘଟଣା ଏବେ ଦିନକୁ ଦିନ ବଢ଼ିବାରେ ଲାଗିଛି। ସେଥିପାଇଁ ଏବେ ସରକାରଙ୍କୁ ଏଥି ପାଇଁ କଡ଼ା ରୁ କଡା ଭାବରେ ପଦକ୍ଷେପ ନେବାକୁ ପଡିବ।ନଚେତ ଏଭଳି ଘଟଣା ଆଗକୁ ଆହୁରି ବଢ଼ି ଚାଲିବ।