ଆଇଟମ କୁଇନ୍ ମାନଙ୍କୁ ଏବେ ସମସ୍ତଙ୍କୁ ହରାଇବା ପାଇଁ ଏବେ ଆସି ଯାଇଛନ୍ତି ସ୍ଵପ୍ନା। ଓଡ଼ିଶାରେ ଏବେ ସ୍ଵପ୍ନା ଚହଳ ସୃଷ୍ଟି କରିଛନ୍ତି। ଯାହାକୁ ଦେଖିବା ପାଇଁ ଲୋକମାନେ ଏବେ ଉଚ୍ଛନ୍ନ ହୋଇ ଗଲେଣି ଆଇଟମ ଗାର୍ଲ୍ ମାନେ ଡାନ୍ସର ସ୍ଵପ୍ନା ଙ୍କ ପାଇଁ ଖୁବ୍ ଚିନ୍ତାରେ ଅଛନ୍ତି। କାରଣ ତାଙ୍କର ରୂପରେ ହିଁ ସେ ସମସ୍ତଙ୍କୁ ଘାଇଲା କରୁଛନ୍ତି। ଘର ଆଗରେ ତାଙ୍କର ଲୋକ ମାନଙ୍କର ଲାଇନ ଲାଗିଲାଣି। ନିଜର ଅଙ୍ଗ ଭଙ୍ଗୀରେ ସେ ଲୋକଙ୍କୁ ହାଣି ଦେଉଛନ୍ତି।ସୋସିଆଲ ମିଡ଼ିଆ ରେ ଯଦି ସେ ଏମିତି ଚହଳ ସୃଷ୍ଟି କରି ସାରିଲେଣି ତେବେ ଯଦି ସେ ଯାତ୍ରା ମଞ୍ଚକୁ ଓଲ୍ହାଇବେ ତାହାଲେ ତ ସବୁ କଥା ସରିଗଲା । ଏବେ ସମସ୍ତଙ୍କ ମନରେ କେବଳ ଗୋଟେ ମାତ୍ର ହିଁ ପ୍ରଶ୍ନ।
ଓଡ଼ିଶାରେ ଚହଳ ସୃଷ୍ଟି କରିଥିବା ଆଇଟମ ଗାର୍ଲ୍ ମାନେ ଏବେ ଯିବେ କୁଆଡେ? ଆପଣ ମାନେ ସବୁବେଳେ ଦେଖୁଥିବେ କି ଏବେ ଗୋଟେ କଥା ହିଁ ଚାଲିଛି। ମାର୍କେଟ କୁ ନୂଆ କମେଡି ଗାର୍ଲ୍ ଯିଏକି ଏବେ ଆଇଟମ ଡାନ୍ସର ଭାବରେ ଆସୁଛି,ତାଙ୍କୁ ନେଇ ଏବେ ଅନ୍ୟ ମାନଙ୍କୁ ଆଉ ଆଇଟମ ଡାନ୍ସ କରିବାକୁ ଆଉ ଅଫର୍ ମଧ୍ୟ ଆସୁ ନାହିଁ। ସେ ନିଜର ମଧ୍ୟ ଅଙ୍ଗ ପ୍ରଦର୍ଶନ କରି ସମସ୍ତଙ୍କୁ ବାନ୍ଧି ରଖିଛନ୍ତି। ଏବେ ଏମିତି ଜଣେ ଯାତ୍ରା ହିରୋଇନ୍ ଆସି ଗଲେଣି ଯିଏକି ଅଲଗା ଆଇଟମ ଗାର୍ଲ୍ ମାନଙ୍କୁ ଯାତ୍ରା ରୁ ଉଠେଇ ଦେବା ପାଇଁ ପ୍ଲାନ୍ ଚଳାଇଛନ୍ତି।
ଏବେ ନାମୀଦାମୀ ଆଇଟମ ଡାନ୍ସର ପରେ ଏବେ ନୁଆ ଆଇଟମ ଡାନ୍ସର ଆସିଯାଇଛନ୍ତି ସ୍ଵପ୍ନା।ସେ କହିଥିଲେ କି ସେ ସମ୍ପୂର୍ଣ୍ଣ ଦେହ ଦେଖାଇବା ପାଇଁ ଆଦୌ ହେଲେ ମଧ୍ୟ ପସନ୍ଦ କରନ୍ତି ନାହିଁ। ଦର୍ଶକ ମାନଙ୍କୁ ସେ ମତୁଆଲା କରିବେ। ହେଲେ ସମାଜ ଉପରେ କୁପ୍ରଭାବ ପକାଇବେ ନାହିଁ। ଆଉ ଏବେ ତାଙ୍କର ସମସ୍ତ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଯାହାକୁ ନେଇ ବର୍ତ୍ତମାନ ସମୟରେ ସ୍ଵପ୍ନା ଙ୍କ କଥାକୁ କେତେଜଣ ଲୋକ ସମର୍ଥନ ମଧ୍ୟ କରିଛନ୍ତି। ତେବେ ସ୍ଵପ୍ନା ଙ୍କ କଥାକୁ ନେଇ ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।