ନଦୀରେ ଏବେ ଖୋଜା ଚାଲିଛି ମୃ-ତ-ଦେହର ଖଣ୍ଡ। ଝାରସୁଗୁଡାରେ ହେଲା ମ-ର୍ଡ-ର ଆଉ ରାଉରକେଲା ରେ ହେଉଛି ସର୍ଚ୍ଚ ଅପରେସନ। ଯାହାକୁ ଦୁ-ଷ୍କ-ର୍ମ କରି ଜେଲ ଯାଇଥିଲା ଜେଲରୁ ବାହାରି ତାକୁ ଖଣ୍ଡଖଣ୍ଡ କରି ହାଣିଦେଲା। କୁହନ୍ତି କି ଜେଲ ରୁ ସଜା କାଟି ଫେରିବା ପରେ ଅପରାଧୀ କୁଆଡେ ବଦଳି ଯାଇଥାଏ। ଅପରାଧର ଦୁନିଆ ଛାଡ଼ି ସାଧାରଣ ମଣିଷ ହୋଇ ଜୀବନ ଜିଇବା ପାଇଁ ଇଛା କରିଥାଏ। ତାର ଭୁଲ୍ ଆଉ ଦୋଷ ତ୍ରୁଟି କୁ ଭୂଲି ଭଲ ମଣିଷ ହେବାକୁ ଚେଷ୍ଟା କରେ।ହେଲେ ଏଠାରେ ଘଟଣା ସମ୍ପୂର୍ଣ୍ଣ ଭାବରେ ଭିନ୍ନ ଅଟେ। ନାବାଳିକା ପ୍ରେମିକା କୁ ଅପହରଣ ଓ ପରେ ଦୁ-ଷ୍କ-ର୍ମ କରି ଜେଲ ଦଣ୍ଡ ଭୋଗୁଥିବା ଅପରାଧୀ ହିଁ ଜେଲ୍ ରେ ରଚିଥିଲା କି ସେ କେମିତି ତାର ନାବାଳିକା ପ୍ରେମିକା କୁ ହ-ତ୍ୟା କରିବ।
ଏହାପରେ ଯେତେବେଳେ ସେ ସଜା କାଟି ଜାମିନ ରେ ଥିବା ମୁକୁଳି ଯାଇଥିଲା ପ୍ରେମିକା କୁ ଘରୁ ଉଠାଇ ନେଇଥିଲା ସଇତାନ ପ୍ରେମିକ। ଏହାପରେ ଅତି ନିର୍ମମ ଭାବରେ ହିଁ ପ୍ରେମିକା କୁ ଅତି ନିର୍ମମ ଭାବରେ ଖଣ୍ଡ ଖଣ୍ଡ କରି ହାଣି ଦେଇଥିଲା।ଯାହାର କିଛି ଅଂଶ ସେ ହନୁମାନ ବାଟିକା ଜଙ୍ଗଲରେ ଫିଙ୍ଗି ଦେଇଥିଲା। ଏହାପରେ ବ୍ରାହ୍ମଣୀ ନଦୀର ଅକାତ ପାଣିରେ ଫିଙ୍ଗି ଦେଇଥିଲା ପ୍ରେମିକା ର କଟା ମୁଣ୍ଡକୁ ନାବାଳିକା ଅପହରଣ ନେଇ ପରିବାର ଲୋକେ ଥାନାରେ ଦ୍ବାରସ୍ଥ ହେବା ପରେ ପୋଲିସ୍ ବାନ୍ଧି ପକାଇ ଥିଲା ଅଭିଯୁକ୍ତଙ୍କୁ।
ଆଉ ସେଠାରେ ହିଁ ସବୁ ସତ କହି ପକାଇ ଥିଲା ଏହି ଜଲ୍ଲାଦ। ବ୍ରାହ୍ମଣୀ ନଦୀ କୂଳରେ ପ୍ରେମିକାର ମୃ-ତ-ଦେହ ଖଣ୍ଡ କୁ ଖୋଜୁଛି ପୋଲିସ।ସୁଚନା ମୁତାବକ ଏବେ ଚାଲିଛି ସର୍ଚ୍ଚ ଅପରେସନ ଯାହାକୁ ନେଇ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଏହି ଘଟଣା ଏବେ ସାରା ଓଡ଼ିଶାରେ ଚର୍ଚ୍ଚାରେ ବିଷୟ ପାଲଟିଛି। ଏହି ଘଟଣା କୁ ନେଇ ଆପଣଙ୍କୁ କଣ ଲାଗୁଛି ଏଭଳି ଅପରାଧୀକୁ ବାସ୍ତବରେ କେଉଁ ଦଣ୍ଡ ମିଳିବା ଉଚିତ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଯେମିତି ଭୁଲି ଯିବେ ନାହିଁ। ଆପଣ କମେଣ୍ଟ ମାଧ୍ୟମରେ ତାହା ଆମକୁ ନିଶ୍ଚୟ ଜଣାଇବେ।