ଲଲ ବନ୍ଧା ହେବା ପରେ ଆରମ୍ଭ ହେଲା ବବିଙ୍କ ଖେଳ

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜଣେ ଚାଷୀଙ୍କ ଦୁଃଖ ଜାଣିପାରିବେ । ଏବେ ଏହି ଖବର ଚର୍ଚ୍ଚାକୁ ଆସିଛି । ବିରଜା ହାଟରେ ଚାଷୀଙ୍କୁ ଧମକ ଦେବା ଘଟଣାରେ ଗିରଫ ହେଲେ ମନ୍ତ୍ରୀ ବବି ଦାଶଙ୍କ ଭାଇ ଲଲ । ଭବଙ୍କ ସହଯୋଗୀ ମାଡ଼ ମାରିଛନ୍ତି ବୋଲି ଅଭିଯୋଗ ହୋଇଥିଲା । ଆଉ ଏବେ ଚାଷୀଙ୍କ ଅଭିଯୋଗ ଆଧାରରେ ପୋଲିସ ଭବଙ୍କୁ ଗିରଫ କରିଥିବା ଘଟଣା ସାମ୍ନାକୁ ଆସିଛି । ଭବ କହୁଛନ୍ତି ତାଙ୍କୁ ମିଛ କେସରେ ଗିରଫ କରାଯାଇଛି ଆଉ ସେଥିପାଇଁ ସେ ବେଲ ଆବେଦନ କରିବେ ନାହିଁ ।

ଚାଷୀ ଜଣକ ବବି ଦାସଙ୍କୁ ଭେଟିବା ପରେ ତାଙ୍କର ଅଭିଯୋଗ ବଦଳାଇଛନ୍ତି ବୋଲି ଜଣାପଡିଛି । ଶୁକ୍ରବାର ଦିନ ବିରଜା ହାଟ ଥିଲା । ଆଉ ସେହିଦିନ ଚାଷୀ ଜଣକ ବାଇଗଣ ଟମାଟୋ ଆଉ ଫୁଲକୋବି ବିକ୍ରି କରିବାକୁ ଆଣିଥିଲେ । ସେ ହାଟରେ ବିକ୍ରି କରିବା ସମୟରେ ତାଙ୍କ ପାଖକୁ ଲଲ ଆସିଲେ । ଆଉ ଲଲ ସେଠାକୁ ଆସି ଟମାଟୋ ଏବଂ ବାଇଗଣ ଫୋପାଡିବାରେ ଲାଗିଥିଲେ । ଏହାପରେ ଲଲ ତାଙ୍କୁ ମାଡ଼ ମଧ୍ୟ ମାରିଥିଲେ । ଆଉ ତାଙ୍କର ସହଯୋଗୀ ମଧ୍ୟ ତାଙ୍କ ସହିତ ସାମିଲ ଥିଲେ । ଏହାସହ ଏହି ଚାଷୀ ଜଣକ ଠାରୁ ୧୨ ହଜାର ଟଙ୍କା ମଧ୍ୟ ଲୁଟି ନେଇଥିଲେ । ଏହିସବୁ ନେଇ ଚାଷୀ ଜଣକ ଥାନାରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଧାରରେ ଲଲଙ୍କୁ ପୋଲିସ ଗିରଫ କରିଛି ଆଉ ଏହାସହ ତାଙ୍କୁ କୋର୍ଟ ଚାଲାଣ କରିବ ବୋଲି ସୂଚନା ମିଳିଛି ।

ଏବେ ପୁଣି ଆଉ କିଛି ଖବର ଆସିଛି । ଚାଷୀ ଜଣକ ଅଭିଯୋଗ ପରେ ମନ୍ତ୍ରୀ ବବି ଦାସଙ୍କୁ ଭେଟିଥିଲେ । ଆଉ ସେ ତାଙ୍କୁ ଭେଟିବା ପରେ ଶନିବାର ଦିନ ତାଙ୍କର ମତ ବଦଳାଇ ଦେଇଥିଲେ । ସେ କହିଥିଲେ ଲଲ କିଛି କରି ନାହାନ୍ତି କି ତାଙ୍କ ପଇସା ନେଇ ନାହାଁନ୍ତି । ଶୁକ୍ରବାର ଦିନ ବିରଜା ହାଟରେ ମଦନ ନାୟକ ନାମକ ଚାଷୀଙ୍କୁ ଲଲ କିଭଳି ହଇରାଣ କରିଥିଲେ ସେ ଏହିସବୁ ସୋସିଆଲ ମିଡିଆରେ କହିଥିଲେ କିନ୍ତୁ ଶନିବାର ଦିନ ସେ ଥରି ଥରି ଏଭଳି କଥା କହିଛନ୍ତି । ଏବେ ଲଲଙ୍କୁ ପୋଲିସ କୋର୍ଟ ଚାଲାଣ କରିଛନ୍ତି । ଏବେ ଏହି ଘଟଣାକୁ ନେଇ ଅନେକ କିଛି କଥା ଆସୁଛି । ଏବେ ଲଲ କହିଛନ୍ତି ସେ ବିରଜା ପ୍ରକଳ୍ପ ପାଇଁ ଲଢ଼ୁଛନ୍ତି ଆଉ ସେ ସେଥିପାଇଁ ଆବେଦନ କରିବେ ନାହିଁ । ଏବେ ଏହାକୁ ନେଇ ଅନେକ କଥା ଆସୁଛି ।

Leave a Comment