କାହିଁକି ମତ ବଦଳାଉଛନ୍ତି Mamita Meher ଙ୍କ ବାପା କଣ ରହିଛି ପଛରେ କାରଣ ଜାଣନ୍ତୁ

ମମିତା ମେହେରର ମୃ-ତ୍ୟୁ ମାମଲାରେ ପୁଣି ଆସିଛି ଟୁଇଷ୍ଟ୍।ବାରମ୍ବାର ମତ ବଦଳାଉଛନ୍ତି ମମିତାଙ୍କ ବାପା। ମମିତାଙ୍କ ବାପା ସୁଚନ୍ଦ୍ରଙ୍କ ର ୧୬୪ ବୟାନ ରେକର୍ଡ କରାଯାଇଛି।

ମମିତାଙ୍କ ନିଖୋଜ ପର ଠାରୁ ଚର୍ଚ୍ଚାରେ ଅଛନ୍ତି ବାପା ଶୁଚନ୍ଦ୍ର।ମମତା ମେହେରଙ୍କ ହ-ତ୍ୟା ଘଟଣାରେ ଅଭିଯୁକ୍ତ ଗୋବିନ୍ଦ ସାହୁ ସହିତ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ସଂପୃକ୍ତି ନେଇ ଗଣମାଧ୍ୟମରେ ବୟାନ ଦେଇଥିଲେ ମମିତାଙ୍କ ବାପା।

ବାରମ୍ବାର ବୟାନ ବଦଳାଇଥିବା ରୁ ଏହା ପରେ ବିରୋଧୀ ମାନେ ଅଭିଯୋଗ କରିଥିଲେ ଚାପ ରେ ଆସି ସୂଚନ୍ଦ୍ର ବୟାନ ବଦଳାଉଚନ୍ତି ।

ସୂଚନ୍ଦ୍ର ମେହେର ଯେଉଁ ବୟାନ ଦେଇଛନ୍ତି ସେସବୁ ରେକର୍ଡ ହେଇଛି ତ ଏହି କଥାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।ମାଜିଷ୍ଟରଙ୍କ ଚାମ୍ବର୍ ରେ ପୋଲିସ ଅନୁପସ୍ଥିତିରେ ଗତ ୨୪ତାରିଖ ଦିନ କଣ୍ଟାବାଜି କୋର୍ଟରେ ଏହି ବୟାନ ରେକର୍ଡ କରାଯାଇଛି ବୋଲି ଜଣାଯାଇଛି ।

ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ପଞ୍ଚାୟତ ହଷ୍ଟେଲ କୁ ଯାଉଥିବା ବେଳେ ସେଠାରେ ତାଙ୍କର ବହୁତ ଯୁବତୀଙ୍କ ସହିତ ଅନୈତିକ ସମ୍ପର୍କ ଥିବା ନେଇ କଥା ପ୍ରଘଟ କରିଥିଲେ।ବିଜେପି ଓ କଂଗ୍ରେସର ହାଇ ଲେବଲ୍ ମିଟିଂ ସମୟରେ ମଧ୍ୟ ଏହି କଥା ଉଠାଯାଇଥିଲା ।

୮ ତାରିଖ ପୂର୍ବରୁ ଝିଅ ଆଉ କୁଆଡେ ଯାଇଥିବାର କହିଥିଲେ ବାପା।ରାୟଗଡାରେ ମନ୍ତ୍ରୀଙ୍କ ଘରେ ବିଲ୍ ହୋଇଥିବା ଅଭିଯୋଗ କରିଥିଲେ ।ଏହା ପରେ ହଠାତ୍ ମତ ବଦଳାଇଥିଲେ ବାପା ସଚିନ୍ଦ୍ର ।

ମୁଖ୍ୟ ମନ୍ତ୍ରୀଙ୍କ ବାରିପଦା ଗ୍ରସ୍ତ ପୂର୍ବରୁ ଆଉ ଏହି ଖବର କୁ ନେଇ ପ୍ରୋସ୍ତରଣ କରନ୍ତୁ ନାହିଁ ଏହା ଦ୍ବାରା ଘର ର ମାନ୍ ସମ୍ମାନ ହାନି ହେଉଛି ଓ ତଦନ୍ତ ରେ ସନ୍ତୁଷ୍ଟ ଅଛନ୍ତି ବୋଲି କହିଥିଲେ।ଏବେ ଯାଏଁ ସମୁଦାୟ ୧୨ଜଣ ଙ୍କ ନାମ ରେକର୍ଡ ସରିଛି।ସେମାନଙ୍କ ମଧ୍ୟ ରୁ ୨ ଛାତ୍ରୀ , ସୂଚନ୍ଦ୍ର ,ବିବେକ ଅଗ୍ରୱାଲ, ପୁଷ୍କର ଭୋଇ,ମୁନସୀ ଏବଂ ୨ ବଙ୍ଗାଳି ମିଶି ଆଉ ଲେବର୍ ଅଛନ୍ତି ।

Leave a Comment

Your email address will not be published. Required fields are marked *

Scroll to Top