ମୃ-ତ୍ୟୁ ର ତିନି ଘଣ୍ଟା ପରେ ମାଟି ପଠାଇ ବାହାରିଲେ ଶିକ୍ଷୟିତ୍ରୀ। ଗାତ ଭିତରୁ ବାହାରି ଆସି ସେ ଉଲଗ୍ନ ଅବସ୍ଥାରେ ଘୁରି ବୁଲିଲେ।ସ୍ଥାନୀୟ ଲୋକମାନେ ଏହାକୁ ଦେଖି କାବା ହୋଇ ଯାଇଥିଲେ। ଶିକ୍ଷୟତ୍ରୀଙ୍କୁ ଅପହରଣ ପରେ ତାଙ୍କୁ ହ-ତ୍ୟା କରି କବର ଦେଇଥିଲେ ତିନିଜଣ ଯୁବକ। ମୃ-ତ ଶିକ୍ଷୟିତ୍ରୀ ଜୀବନ୍ତ ଭାବରେ ଫେରି ଆସିବାର ଦେଖି ହ-ତ୍ୟା-କାରୀ ଙ୍କ ଉଡ଼ି ଯାଇଥିଲା ହୋସ। ସେମାନେ ବିଶ୍ବାସ କରି ପାରୁ ନଥିଲେ।ଏଭଳି ଘଟଣା ସମ୍ପର୍କରେ ହୁଏତ ଆପଣ ମାନେ ଆଗରୁ କେବେ ହେଲେ ମଧ୍ୟ ଶୁଣି ନଥିବେ। ଜଣେ ଶିକ୍ଷୟିତ୍ରୀଙ୍କୁ ପ୍ରଥମେ ଅପହରଣ ଆଉ ପରେ ତାଙ୍କୁ ଉଲଗ୍ନ କରି ଅନେକ ନିର୍ଯାତନା ଦେବା ପରେ ତାଙ୍କୁ ହ-ତ୍ୟା କରି ତାଙ୍କୁ ମାଟି ତଳେ ପୋତି ଦେଇଥିଲେ ତିନି ତିନି ଜଣ ଯୁବକ।
ଆଉ କାଳେ କିଏ ତାଙ୍କ ଉପରେ ସନ୍ଦେହ କରିବ ବୋଲି ତରତର ରେ ସେଠାରୁ ଖସି ଆସିଥିଲେ। ହେଲେ ମୃ-ତ୍ୟୁ ର ଦୁଇ ରୁ ତିନି ଘଣ୍ଟା ପରେ ହଠାତ, ଘଟି ଯାଇଥିଲା ଏଭଳି କିଛି ଆଶ୍ଚର୍ଯ୍ୟ ଜନକ ଘଟଣା। ଯେଉଁଠି ଶିକ୍ଷୟତ୍ରୀଙ୍କୁ ମାରି ପୋତି ଦେଇଥିଲେ ହଠାତ ସେ ସ୍ଥାନଟି ଥରହର ହେବା ସାଙ୍ଗକୁ ମଝିରୁ ଫାଟି ଯାଇଥିଲା ମାଟି। ଆଉ ସେହି ଗାତ ଭିତରୁ ଉଠି ବସିଥିଲେ ମୃ-ତ ଶିକ୍ଷୟିତ୍ରୀ ଜଣକ। ସେ ପୁଣି ଉଲଗ୍ନ ଅବସ୍ଥାରେ। ଯାହାକୁ ଦେଖି ସ୍ଥାନୀୟ ଲୋକମାନେ ମଧ୍ୟ ଚିତ୍କାର କରି ସେଠାରୁ ଦୌଡ଼ିବାକୁ ଲାଗିଥିଲେ।
ଘଞ୍ଚ ଜଙ୍ଗଲ ଭିତରେ ଏଭଳି ଏକ ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଥିଲା।ମରି ଯାଇଥିବା ଲୋକ କେମିତି ମାଟି ଫଟାଇ ବାହାରିଲା ତାହାକୁ ନେଇ ସମସ୍ତେ ଭୟଭୀତ ହୋଇ ଯାଇଥିଲେ। ଏଭଳି ମାଟି ଫଟାଇ ବାହାରକୁ ବାହାରି ଆସିବା ଘଟଣାକୁ ସମସ୍ତେ ଭୂତ ବୋଲି ସନ୍ଦେହ କରୁଥିଲେ। ଏହି ଘଟଣାକୁ ନେଇ ଚାରିଆଡ଼େ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଏହି ଘଟଣା ସଂପର୍କରେ ସମ୍ପୂର୍ଣ୍ଣ ଜାଣିବାକୁ ଇଚ୍ଛା ଥିଲେ ଭିଡିଓ ଟିକୁ ସଂପୂର୍ଣ୍ଣ ଭାବରେ ଦେଖନ୍ତୁ। ଆଉ ଆପଣଙ୍କ ମତାମତ ଦିଅନ୍ତୁ।