ମୃ-ତ୍ୟୁ ପୂର୍ବରୁ Mihir Das କହିଗଲେ ଏମିତି କଥା ଶୁଣିଲେ ଆପଣ ଭୋ ଭୋ ହୋଇ କାନ୍ଦି ପକାଇବେ ଦେଖନ୍ତୁ ଏହି ଭିଡିଓ

ଆପଣମାନେ ଓଲିଉଡ ପ୍ରେମୀ ହୋଇଥିବେ ଯଦି ଅଭିନେତା ମିହିର ଦାସଙ୍କୁ ନିଶ୍ଚୟ ଜାଣିଥିବେ।ସେ ଓଲିଉଡ ଇଣ୍ଡଷ୍ଟିର ସୁପର ଷ୍ଟାର୍ ଅଟନ୍ତି। ତାଙ୍କ ଅଭିନୟ ମାଧ୍ୟମରେ ସମସ୍ତ ଓଡ଼ିଶାବାସୀଙ୍କ ହୃଦୟ ରେ ଏକ ସ୍ବତନ୍ତ୍ର ଜାଗା ଵନେଇଛନ୍ତି।ସେ ୧୯୭୯ ମସିହାରୁ ତାଙ୍କର ପ୍ରଥମ ଚଳଚ୍ଚିତ୍ର “ମଥୁରା ବିଜୟ “ରୁ ଆରମ୍ଭ କରିଥିଲେ।

ଏହାପରେ ବହୁତ ଫିଲ୍ମ୍ ସେ କରିଛନ୍ତି।କିନ୍ତୁ ଏବେ ଅଭିନେତା ମିହିର ଦାସ ଆମ ସମସ୍ତଙ୍କ ଗହଳରେ ନାହାନ୍ତି।ମିହିର ଦାସ ମୃ-ତ୍ୟୁ ପୂର୍ବରୁ ତାଙ୍କ ଶେଷ ଭିଡିଓ ରେ କହିଛନ୍ତି ଯେ ତାଙ୍କ ଆଚରଣ ଯଦି କାହାର ଭାବନା କୁ ଆଘାତ ଦେଇଛନ୍ତି ସେ ବିନମ୍ରତା ସହ କ୍ଷମା ମାଗିଥିଲେ।

କିନ୍ତୁ ଏଭଳି ପାଗଳାମି,ଏଭଳି ଭୟଙ୍କରୀ ମୂର୍ଖାମି ସେ କରିନାହାନ୍ତି।ଯଦି ଦର୍ଶକ ମାନେ,ଯେଉଁମାନଙ୍କୁ ସେ ଚଳନ୍ତି ଠାକୁର ସଦୃଷ୍ ଭାବନ୍ତି।ସେମାନଙ୍କୁ ଯଦି କଷ୍ଟ ଦେଇଛନ୍ତି।ସେମାନେ ଯଦି ତାଙ୍କ ଉପରକୁ ଅଣ୍ଡା ପକେ଼ଇବେ,କି କାଳି ମାଡ଼ କରିବେ ତାଙ୍କୁ ନତମସ୍ତକ କରି ସ୍ବୀକାର କରିବେ।

ସେ ନିଜକୁ ସୁଧାରିବା ପାଇଁ, ସାବାଡ କରିବା ପାଇଁ ଅଭିନେତା ମିହିର ଦାସ ପ୍ରୟାସ ନିଶ୍ଚୟ କରିବେ।ତାଙ୍କରି ଯୋଗୁ ମିହିର ଦାସଙ୍କ ଜୀବନ,ତାଙ୍କ ହାଣ୍ଡିଶାଳ,ତାଙ୍କ ହାଣ୍ଡି କୁ ଚାଉଳ ଯାଏ।ତେଣୁ କ୍ଷମା ମାଗିବା ତାଙ୍କ ପାଇଁ ଗୋୖରବ ହେବ।ଏହିପରି ଭାବରେ ମୃ-ତ୍ୟୁ ପୂର୍ବରୁ କହିଛନ୍ତି।

https://youtu.be/BD3ZEceMKsY

 

Leave a Comment

Your email address will not be published. Required fields are marked *

Scroll to Top