ଭଗବାନ ଙ୍କ ଏ କି ଚମତ୍କାର Mihir das ଙ୍କ ଅନ୍ତିମ ସଂସ୍କାର ବେଳେ କାହିଁକି ହେଲା ଏତେ ଜୋରେ ବର୍ଷା କାରଣ ଜାଣିଲେ ଆଶ୍ଚର୍ୟ୍ଯ ହେବେ

ମିହିର ଦାସ ଗତ ମଙ୍ଗଳବାର ଦିନ ସବୁଦିନ ପାଇଁ ଇହଧାମ ତ୍ୟାଗ କରିଥିବା ବେଳେ ଓଡ଼ିଶା ବାସୀଙ୍କ ମନ ଦୁଃଖରେ ଖେଳି ଯାଇଛି । ମିହିର ଦାସ ଙ୍କୁ ହରେଇ ଏକ ଯୁବ ର ଅବସାନ ଘଟିଛି ବୋଲି ତାଙ୍କ ପ୍ରିୟ ଦର୍ଶକ ଙ୍କ ମତ ।

ମିହିର ଦାସ ଜଣେ ଭଲ ଅଭିନେତା ହେବା ସହ ଜଣେ ଭଲ ପିତା ମଧ୍ୟ ଯିଏ କି ନିଜ ପତ୍ନୀ ଙ୍କ ଦେହାନ୍ତ ପରେ ମଧ୍ୟ ନିଜ ଦୁଇ ପୁଅ ଙ୍କୁ ବାପା ମା ଉଭାୟଙ୍କ ସ୍ନେହ ଦେଇ ଆସିଥିଲେ । ତେବେ ପତ୍ନୀ ଙ୍କ ମୃ-ତ୍ୟୁ ୨୦୧୦ ମସିହା ରେ ହୋଇଥିଲା ।

ପୁଅ ଅମ୍ଳାନ ଜଣେ ମଧ୍ୟ ଆଲିଉଡ ଇଣ୍ଡଷ୍ଟ୍ରି ର ଜଣା ଶୁଣା ଅଭିନେତା । ଅମ୍ଳାନ ଙ୍କ ପତ୍ନୀ ଙ୍କ ଠାରୁ ମିହିର ଦାସ ବହୁତ୍ କିଛି ଆଶା ରଖିଥିବବେଲେ ଏକ ସୋ ମାଧ୍ୟମରେ କହିଥିଲେ । ତେବେ ନିଜ ଝିଅ ପରି ବୋହୂ ଙ୍କୁ ଦେଖନ୍ତି ମିହିର ଦାସ ।

ତେବେ ତାଙ୍କର ଏହିପରି ଭାବେ ମୃ-ତ୍ୟୁ ହୋଇଥିବା ବେଳେ ସମସ୍ତେ ଭାଙ୍ଗି ପଡିଛନ୍ତି । ଅନ୍ତିମ ସଂସ୍କାର ବେଳେ ଅତ୍ୟାଧିକ ବର୍ଷା କାରଣରୁ ବାରମ୍ବାର ବାଧା ଉପୁଜି ଥିଲା ସତେ ଯେମିତି ଭଗବାନ ଙ୍କ ର ଆଉ କିଛି ଇଛା ଥିଲା ।

 

Leave a Comment

Your email address will not be published. Required fields are marked *

Scroll to Top