ଝିଅର boyfriend ସହ ଫେରାର ହେଲା ମା ଛି ଛି ଦେଖନ୍ତୁ ଏହି ଲଜ୍ୟାଜନକ ଘଟଣା

ପ୍ରେମିକାର ମା କୁ ନେଇ ଫେରାର ହୋଇଯାଇଛି ପ୍ରେମିକ।ଏହାପରେ ପୁଅର ବାପାଙ୍କୁ ଯୁବତୀ ଜଣଙ୍କ ବାହା ହୋଇଛନ୍ତି।ଏହି କଥା ଟି ଶୁଣିଲେ ଅଜବ ଲାଗିଲେ ମଧ୍ୟ ଏହି ଘଟଣାଟି ସତ।ବ୍ରିଟେନ ର ବୃଷ୍ଟ ସହରରେ ଏପରି ମାମଲା ସମସ୍ତଙ୍କୁ ସାମ୍ନାକୁ ଆସିଛି।

ଯୁବତୀ ଏଥିପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମ ଟିକ ଟକ ରେ ଏକ ଭିଡିଓ ସେୟାର କରିଥିଲେ।ସେଥିପାଇଁ ଭିଡିଓ ଟି ଭାଇରାଲ ହେବାପରେ ଘଟଣାଟି ଜଣା ପଡ଼ିଛି।

ମହିଳାଙ୍କ କହିବାନୁଯାୟୀ ତାଙ୍କ ପ୍ରେମିକର ମାଙ୍କ ମୃ-ତ୍ୟୁ ହୋଇଯାଇଛି।ଏହିପରି ପରିସ୍ଥିତିରେ ତାଙ୍କ ପ୍ରେମିକ ଙ୍କୁ ପୁଣି ମା ମିଲିଯାଇଥିବାରୁ ସେ ଖୁସି ଅଛନ୍ତି।

ସବୁଠାରୁ ବଡ଼ କଥା ହେଉଛି ଯେ ଜେଶ ଏମିତ୍ରିଶ୍ ନାମକ ଏହି ଯୁବତୀ ଗ-ର୍ଭ-ବ-ତୀ ଥିଲେ।ଶିଶୁଙ୍କୁ ହସ୍ପିଟାଲରେ ଜନ୍ମ ଦେଇ ସାରିବା ପରେ ଶିଶୁକୁ ନେଇ ଘରକୁ ଫେରୁଥିବା ସମୟରେ ସେ ଶୁଣିବାକୁ ପାଇଲେ ଯେ ତାଙ୍କ ମା ପ୍ରେମିକ ରୟାନ ସହିତ ଫେରାର ହୋଇସାରିଥିଲେ।

ଘଟଣା ମୁତାବକ ପ୍ରେମିକ ରୟାନ କୋରୋନା ମହାମାରୀ ଯୋଗୁ ପ୍ରେମିକା ଜେଶ୍ ଙ୍କ ମା ଓ ତାଙ୍କ ବାପାଙ୍କ ସହିତ ଵୃଷ୍ଟ ସହରରେ ବହୁତ ଦିନ ଧରି ଗୋଟିଏ ଛାତ ତଳେ ସମସ୍ତେ ରହୁଥିଲେ।

ଏହାପରେ ପ୍ରେମିକାର ମା ଓ ପ୍ରେମିକ ରୟାନ ଙ୍କ ଭିତରେ ପ୍ରେମ ସଂପର୍କ ଗଢି ଉଠିଥିଲା। ଜେଶ ସନ୍ଦେହ କରୁଥିଲେ କିନ୍ତୁ ସେତିକି ବେଳେ ୨ ଜଣ ଫେରାର ହୋଇସାରିଥିଲେ।

https://youtu.be/6R_LcVaQtyA

Leave a Comment

Your email address will not be published. Required fields are marked *

Scroll to Top