ଆଜିକାଲି ପିଢ଼ି ପ୍ରେମ ପାଇଁ ସୀମା ସରହଦ ମାନୁ ନାହାନ୍ତି, ଯେଉଁଠି ଦେଖିବ ପ୍ରେମୀ ଯୁଗଳ ଭର୍ତି ସେ ପାର୍କ ହଉ ,ସିନେମା ହଲ, ସପିଙ୍ଗ ମଲ ସବୁ ଆଡ଼େ ପ୍ରେମ ର ଜୁଆର ତେବେ ଆମେ ଆପଣ ଙ୍କୁ ଏମିତି ଏକ ଘଟଣା କହିବାକୁ ଯାଉଛୁ ଯାହା ଶୁଣିଲେ ଆପଣ ହତବାକ ରହିଯିବେ
ନିଜ ଝିଅ ର ପ୍ରେମ କୁ ବିରୋଧ କରି ମା ନିଜ ଝିଅ କୁ ତଣ୍ଟି ଚିପି ହତ୍ୟା କରିବା ଘଟଣା ହୁଏତ ବିରଳ ହେଇପାରେ ଏବେ ଏମିତି ଘଟଣା ଘଟି ଯାଇଛି, ଆଉ ସ୍ଥାନୀୟ ଅଞ୍ଚଳ ରେ ଏଇ ଘଟଣା କୁ ନେଇ ଚର୍ଚ୍ଚା ଜୋର ଧରିଛି, ପୋଲିସ ଝିଅହନ୍ତା ମା କୁ ଗିରଫ କରିଛି
ମାଆ ପଇସା ଦେଇ ପଠେଇଲେ କି ଝିଅ ବଜାର ରୁ ଯା ମେଡ଼ିସିନ୍ ଆଣି ଆସିବୁ ହେଲେ ଝିଅ ସକାଳୁ ଜିଦ୍ କଲା କି ମୁଁ ମୋ ପ୍ରେମିକ କୁ ବାହା ହେବାକୁ ଚାହେଁ, ଆଉ ମା ଯେତେ ବୁଝେଇଲା ପରେ ବି ସେ ବୁଝି ନଥିଲା,ପରିବାର ର ଝିଅ ପ୍ରିୟଙ୍କା ନିଜ ମା ଆଗରେ ପ୍ରେମିକ ନା ରେ ସିନ୍ଦୂର ପିନ୍ଧିଥିଲା
ଏହା ଦେଖି କ୍ରୋଧ ରେ ଜର ଜର ହେଇ ମା ଖଟ ରୁ ଧକ୍କା ଦେଇ ଝିଅ କୁ ଫୋପାଡ଼ି ଦେଇଥିଲା ଆଉ ତଣ୍ଟି ରେ ବସି ଯାଇଥିଲା ,ଏହାପରେ ଝିଅ ର ପ୍ରାଣବାୟୁ ଉଡ଼ିଗଲା ଆଉ ପରେ ଏଇ ଦୋଷ କୁ ଲୁଚାଇବାକୁ ଯାଇ ମା ନିଜ ଝିଅ ଶବ କୁ ଟାଙ୍ଗି ଦେଇଥିଲେ ଆଉ ଓଲଟା ତାର ପ୍ରେମିକ ନା ରେ ଏତଲା ଦେଇଥିଲେ
ପୋଲିସ ଖୋଳତାଡ଼ ଆରମ୍ଭ କରି ଶେଷରେ ଜାଣିବାକୁ ପାଇଥିଲା କି ଅସଲ ରେ ପ୍ରେମିକ ନୁହେଁ ମା ନିର୍ମଳା ଦେବୀ ହିଁ ହତ୍ୟାକାରୀ, ସେ ବହୁତ୍ ଚାଲାଖ ର ସହ ଦୋଷ ଲୁଚେଇ ଅନ୍ୟ ନା ରେ ଦେଉଥିଲେ ବାକି ତାଙ୍କୁ ହତ୍ୟା ମାମଲା ରେ ଗିରଫ କରା ଯାଇଛି